Below header

୧୦ମ ପାସ୍‌ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ସରକାରୀ ଚାକିରୀ ପାଇଁ IOCL ରେ ତୁରନ୍ତୁ କରନ୍ତୁ ଆବେଦନ

ଅଏଲ୍‌ ଇଣ୍ଡିଆ ଲିମିଟେଡ (IOCL) ରେ ଟ୍ରେଡ ଅପରେଟିସ୍‌ର ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରାଯାଇଛି। ଏହି ପଦବୀରେ ନିଯୁକ୍ତି ପାଇଁ ଅନଲାଇନ୍‌ ମାଧ୍ୟମରେ ଆବେଦନ କରାଯିବ। ଯେଉଁ ପାର୍ଥୀମାନେ ଚାକିରି କରିବା ପାଇଁ ଇଛୁକ, ସେମାନେ ଅଏଲ ଇଣ୍ଡିଆ ଲିମିଟେଡର ଅଧିକାରିକ େଓ୍ଵବସାଇଡରେ ଜାରି କରାଯାଇଥିବା ଅଧିସୂଚନାକୁ ଭଲଭାବେ ପଢନ୍ତୁ।

ପଦବୀ ନାମ ଏବଂ ପଦ ସଂଖ୍ୟା:

ଟ୍ରେଡ ଅପରେଂଟିସ- ୨୪୮

ଶିକ୍ଷାଗତ ଯୋଗ୍ୟତା:

ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ଟ୍ରେଡରେ ଆଇଟିଆଇ କୋର୍ସ ସହ ମାଟ୍ରିକ୍‌ ପରୀକ୍ଷା ପାସ୍‌ ହୋଇଥିବା ଆବଶ୍ୟକ।

job-ମହତ୍ୱପୂର୍ଣ୍ଣ ତାରିଖ:

ଆବେଦନ ପତ୍ର ଜମା କରିବାର ପ୍ରାରମ୍ଭିକ ତାରିଖ: ୧୩ ଜାନୁଆରୀ ୨୦୨୦

ଆବେଦନ ପତ୍ର ଜମା କରିବାର ଶେଷ ତାରିଖ: ୨୭ ଜାନୁଆରୀ ୨୦୨୦

ବୟସ ସୀମା:

ଏହି ପଦବୀରେ ଆବେଦନ କରିବା ପାଇଁ ପାର୍ଥୀମାନଙ୍କ ନୁନ୍ୟତମ ବୟସ ସୀମା ୧୮ ବର୍ଷ ଏବଂ ଅଧିକତମ ବୟସ ସୀମା ୨୪ ବର୍ଷ ନିର୍ଦ୍ଧାରିତ କରାଯାଇଛି।

iocl_20ଆବେଦନ ପକ୍ରିୟା:

ଇଛୁକ ଆବେଦନକାରୀମାନେ Indian Oil Corporation Limited ର ଅଧିକାରୀକ େଓ୍ଵବସାଇଟକୁ ଯାଇ ନୋଟିଫିକେସନ ଡାଉନଲୋଡ କରନ୍ତୁ। ଏହାପରେ ଜାରି କରାଯାଇଥିବା ସୂଚନା ଅନୁଯାୟୀ ୨୭ ଜାନୁଆରୀ ୨୦୨୦ ପୂର୍ବରୁ ଜମା କରିପାରିବେ।

ଚୟନ ପ୍ରକ୍ରିୟା:

ଆବେଦନକାରୀଙ୍କୁ ଲିଖିତ ପରୀକ୍ଷା ମାଧ୍ୟମରେ ଚୟନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.