Below header

JIO ଲଞ୍ଚ କଲା ନୂଆ “ଧନ୍‌ ଧନା୍‌ ଧନ୍‌” ପ୍ଲାନ, ଫ୍ରିରେ ମିଳିବ ନେଟଫ୍ଲିକ୍ସ ଓ ଆମାଜନ ପ୍ରାଇମ ପରି ସୁବିଧା

ରିଲାଏନ୍ସ ଜିଓ କମ୍ପାନୀ ନିଜର ଏକ ନୂଆ “ଧନ ଧନା ଧନ” ଅଫର ବଜାରରେ ଲଂଚ କରିଛି ପୋଷ୍ଟପେଡ଼ ଗ୍ରାହକଙ୍କ ପାଇଁ ଏହା ବେଶ ଲଭଦାୟୀ ହୋଇପାରିବ | ଜିଓ ତରଫରୁ ଲଞ୍ଚ ହୋଇଥିବା ଏହି ନୂଆ ପ୍ଲାନର ମୂଲ୍ୟ ୩୯୯ ଟଙ୍କାରୁ ଆରମ୍ଭ ହେବ ବୋଲି ଜଣାଯାଇଛି ଜିଓର ଏହି ପ୍ଲାନରେ ନେଟଫ୍ଲିକ୍ସ, ଆମାଜନ, ପ୍ରାଇମ ଭିଡିଓ ସହ ଡିସନୀ+ ହୋତସ୍ତର ସବସ୍କ୍ରିପସନ ସୁବିଧା ମିଳିପାରିବ ଆସନ୍ତୁ ଏହି ପ୍ଲାନ ବିଷୟରେ ବିସ୍ତାରରେ ଜାଣିବା

୩୯୯ଟଙ୍କିଆ ପ୍ଲାନ:

ଏହି ପ୍ଲାନରେ ୭୫ ଯିବି ଡାଟା ସମେତ ଅନଲିମିଟେଡ଼ କଲିଙ୍ଗ, ମେସେଜିଙ୍ଗ ସୁବିଧା ମିଳିପାରିବ ଏହାବାଦ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଭିଡିଓ ସହ ଡିଜ୍ନି ପ୍ଲସ ହଟଷ୍ଟାର ଵିଆଓପି, ସବସ୍କ୍ରିପସନ ସୁବିଧା ମିଳିପାରିବ ଏହା ସାହାଯ୍ୟରେ ୨୦୦
ଜିବି ଡାଟା ରୋଲଓଭର କରାଯାଇପାରିବ

୫୯୯ ଟଙ୍କିଆ ପ୍ଲାନ:

ଏହି ପ୍ଲାନରେ ୧୦୦ ଜିବି ଡାଟା ସମେତ ଅନଲିମିଟେଡ଼ କଳିଙ୍ଗ, ମେସେଜିଙ୍ଗ ଆଦିର ସୁବିଧା ମିଳିପାରିବ ଏହାବାଦ ନେଟଫ୍ଲିକ୍ସ , ଆମଜାନ ପ୍ରାଇମ ଭିଡିଓ, ଡିଜ୍ନି ପ୍ଲସ ହଟଷ୍ଟାର ଵିଆଓପି ଆଦିର ସବସ୍କ୍ରିପସନ ସୁବିଧା ମିଳିପାରିବ ଏହା ସାହାଯ୍ୟରେ ମଧ୍ୟ ୨୦୦ ଜିବି ଡାଟା ରୋଲଓଭର କରାଯାଇପାରିବ

୭୯୯ ଟଙ୍କିଆ ପ୍ଲାନ:

ଜିଓର ଏହି ପ୍ଲାନରେ ଅନଲିମିଟେଡ଼ କଳିଙ୍ଗ, ମେସେଜିଙ୍ଗ ସୁବିଧା ଲାଭ ହୋଇପାରିବ ଏହାବାଦ ନେଟଫ୍ଲିକ୍ସ , ଆମଜାନ ପ୍ରାଇମ ଭିଡିଓ, ଡିଜ୍ନି ପ୍ଲସ ହଟଷ୍ଟାର ଵିଆଓପି ଆଦିର ସବସ୍କ୍ରିପସନ ସୁବିଧା ମିଳିପାରିବ ଏହା ସାହାଯ୍ୟରେ ମଧ୍ୟ ୨୦୦ ଜିବି ଡାଟା ରୋଲଓଭର କରାଯାଇପାରିବ ଆଉ ମଧ୍ୟ ଏଥିରେ ଫ୍ୟାମିଲି ପ୍ଲାନ ସହ ଦୁଇଟି ସିମ ମିଳିପାରିବ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.