Below header

ଆପଣ ମଧ୍ୟ ହୋଇପାରିବେ ପୋଲିସ ଅଫିସର, ଜଲଦି କରନ୍ତୁ ଆବେଦନ

ପୋଲିସ ଚାକିରି କରିବାକୁ ଚାହୁଁଛନ୍ତି କି ? ଆପଣଙ୍କ ପାଇଁ ରହିଛି ସୁବର୍ଣ୍ଣ ସୁଯୋଗ। ପଶ୍ଚିମବଙ୍ଗ ସରକାର ପୁଲିସ ଷ୍ଟାଫ ଅଫିସର କମ୍‌ ଇନ୍‌ଷ୍ଟ୍ରକ୍ଟର ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ www.wbpolice.gov.in କୁ ଯାଇ ନୋଟିଫିକେସନ ଅନୁଯାୟୀ ଅନ୍ତିମ ତାରିଖ ପୂର୍ବରୁ ଅନଲାଇନ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା : ଗ୍ରାଜୁଏସନ  ।

ପଦବୀ ସଂଖ୍ୟା : ୧୨୫ଟି ।

ପଦବୀ ନାମ : ଷ୍ଟାଫ୍‌ ଅଫିସର କମ୍‌ ଇନ୍‌ଷ୍ଟ୍ରକ୍ଟର ।

ଆବେଦନ କରିବାର ଶେଷ ତାରିଖ : ୨୪/୧୨/୧୯ ।

job

ବୟସ ସୀମା : ସର୍ବନିମ୍ନ ବୟସ ୨୦ରୁ ୩୯ ବର୍ଷ ହୋଇଥିବା ଆବଶ୍ୟକ ।

ଦରମା : ବିଭାଗ ଅନୁଯାୟୀ ମାସିକ ଦରମା ୭,୧୦୦-୩୭,୬୦୦ ଟଙ୍କା ।

ଚୟନ ପ୍ରକ୍ରିୟା : ମେରିଟ ଲଷ୍ଟ ପରଫରମାନ୍ସ ଅନୁଯାୟୀ ଚୟନ କରାଯିବ ।

ଏହାସହ ପଢ଼ନ୍ତୁ ; SAIL ଜାରି କଲା ୩୯୯ ପଦ ପାଇଁ ନିଯୁକ୍ତି ସୁଯୋଗ, ଦରମା ୯ ଲକ୍ଷ

ଆବେଦନ ଶୁଳ୍କ : ସଧାରଣ ବର୍ଗ/ଓବିସି ପ୍ରାର୍ଥୀଙ୍କ ପାଇଁ ୫୦୦ ଟଙ୍କା ଏବଂ ଅନୁସୂଚିତ ଜାତି ଏବଂ ଜନଜାତି ପାଇଁ ନିଶୁଳ୍କ ରହିଛି।

ଆବେଦନ ପ୍ରକ୍ରିୟା : ଆବେଦନ ନୋଟିଫିକେସନ ଅନୁସାରେ ଅନଲାଇନ ଆବେଦନ କରିବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.