ନୂଆ ଫିଚର ସହ ଲଂଚ ହେଲା Maruti Suzuki WagonR ସ୍ପେଶାଲ ଏଡିସନ, ଜାଣନ୍ତୁ କେତେ ରହିଛି ମୂଲ୍ୟ

ଭାରତ ର କାର ନିର୍ମାତା କମ୍ପାନି ମାରୁତି ସୁଜୁକି ନିଜର ବହୁ ଚର୍ଚ୍ଚିତ କାର Maruti Suzuki WagonRର ଲିମିଟେଡ଼ ଏଡିସନ ଲଂଚ କରିଛି । ଏଥିରେ କିଛି ଖାସ ଫିଚର ସାମିଲ କରାଯାଇଛି। କମ୍ପାନି ଏଥିରେ ବ୍ଲୁଟୁଥ connectivityସହ , ଡବଲ- ଡିନ ମ୍ୟୁଜିକ ସିଷ୍ଟମ୍ ସହ ରିର୍ଭର୍ସ ପାର୍କିଙ୍ଗ ସିଷ୍ଟମ୍ ଦିଆଯାଇଛି। Maruti Suzuki WagonRର ଲିମିଟେଡ଼ ଏଡିସନକୁ କମ୍ପାନି ଦୁଇଟି ଅପସନଲ accessoriesରେ ଲଞ୍ଚ କରିଛି ।

Wagon-Felicity-Edition-Interiors

ଏହାକୁ ଆପଣ ୧୫,୪୯୦ ଏବଂ ୨୫,୪୯୦ ଟଙ୍କାର ଦୁଇଟି ଅପସନରେ ମିଳିବ । ଏହାର ଏକ୍ସ ସୋ ରୁମ ମୂଲ୍ୟ ୪,୧୫ ଏବଂ ୫,୩୯ ଲକ୍ଷ ରଖାଯାଇଛି । ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି କମ୍ପାନି ପୂଜା ବଜାରରେ ଏହି ଲିମିଟେଡ଼ ଏଡିସନ ଲଞ୍ଚ କରିଛି । କାରରେ ୧ ସିଲିଣ୍ଡର ସହ ପେଟ୍ରୋଲ engine ରହିଛି। କମ୍ପାନି vxi ଏବଂ lxi ଭେରୀଏଣ୍ଟ ରେ ଏହାକୁ ବଜାରରେ ପ୍ରବେଶ କରାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.