Below header

ଆପଣଙ୍କୁ ଫ୍ରିରେ ମିଳିବ LPG ସିଲିଣ୍ଡର, ବାସ୍ ଏମିତି କରିବାକୁ ହେବ ବୁକିଂ

ଏବେ ଆପଣଙ୍କୁ ଏଚପି, ଇଣ୍ଡେନ ଏବଂ ଭାରତ ଗ୍ଯାସ୍ LPG ସିଲିଣ୍ଡର ଫ୍ରିରେ ମିଳିବ। ଏଥିପାଇଁ ଆପଣଙ୍କୁ ଆଉ କିଛି ନୁହେଁ କେବଳ ପେଟିଏମରେ ଗ୍ଯାସ ବୁକିଂ କରିବାକୁ ହେବ। Paytm ର ନୂଆ ସ୍କିମ ଅନୁଯାୟୀ, ପେଟିମ ଆପ୍ରୁ ଏଲପିଜି ସିଲିଣ୍ଡର ବୁକି କଲେ ୭୦୦ ଟଙ୍କା ପର୍ଯ୍ଯନ୍ତ କ୍ଯାଶବ୍ଯାକ୍ ଅଫର ମିଳୁଛି। ଅର୍ଥାତ୍ ଆପଣଙ୍କୁ ଏହି କ୍ଯାଶବ୍ଯାକ୍ ଅଫରରେ ଏଲପିଜି ସିଲିଣ୍ଡର ବିଲକୁଲ ମାଗଣାରେ ମିଳିବ।

ଆପଣ ଏଲପିଜି ଗ୍ଯାସ ସିଲିଣ୍ଡର ବୁକିଂ/ପେମେଣ୍ଟ କରିବେ ତବେ. ଆପଣଙ୍କୁ ଆପ୍ ରେ ହିଁ ଏକ ସ୍କ୍ରାର୍ଚ କାର୍ଡ ମିଳିବ। ଏହାର ବ୍ଯବହାର କରି ଏଚପି, ଇଣ୍ଡେନ କିମ୍ବା ଭାରତ ଗ୍ଯାସ ବୁକିଂ କ୍ଲେକ କରିପାରିବେ। ଏହି କ୍ଯାଶବ୍ଯାକ ଆପଣଙ୍କ ପେଟିଏମ ୱାଲେଟକୁ ୨୪ ଘଣ୍ଟା ଭିତରେ ଆସିଯିବ। ଏହି ଅଫର ଆପଣଙ୍କୁ ୫୦୦ ଟଙ୍କାରୁ ଅଧିକ ଟଙ୍କା ବିକୁଂ କରିବାରେ ମିଳୁଛି। ଏହା ଅଫର ମଧ୍ୟ ୩୧ ଜାନୁଆରୀ ପର୍ଯ୍ଯନ୍ତ ରହିଛି। କିନ୍ତୁ ଏହାର ଫାଇଦା ଆପଣ ଗୋଟେ ପେଟିଏମ ଆପରୁ ଥରେ ମାତ୍ର ଉଠାଇପାରିବେ।

lpg-cyllinder759

ପେଟିଏମ୍ ଆପରେ ଯେଉଁ ଗ୍ରାହକ ପ୍ରଥମ ଥର ପାଇଁ ବୁକିଂ କରୁଛନ୍ତି, ସେମାନେ ଏହି ସ୍କିମର ଫାଇଦା ଉଠାଇପାରିବେ। ଏହି ଅଫରରେ ମିଳୁଥିବା ସ୍କ୍ରାର୍ଚ କାର୍ଡ ଜାରି ହେବାର ୭ ଦିନ ମଧ୍ୟରେ ଏକ୍ସପାୟାର ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.