୧୨୯୯ ଟଙ୍କାରେ କିଣନ୍ତୁ MI ସ୍ମାର୍ଟ ଟିଭି

MIର ୨୫ ହଜାର ଟଙ୍କା ସ୍ମାର୍ଟ ଟିଭିକୁ କିଣନ୍ତୁ ମାତ୍ର ୧୨୯୯ ଟଙ୍କାରେ, ଫ୍ଲିପକାର୍ଟରେ କିଣି ଶୀଘ୍ର ଉଠାନ୍ତୁ ଫାଇଦା

ଯଦି ଆପଣ ଏବେ ଏକ ବଢ଼ିଆ ମଡେଲର ସ୍ମାଟ ର୍ ଟିଭି କିଣିବାକୁ ଚାହୁଁଛନ୍ତି ତେବେ ତାର ଦାମ ମଧ୍ୟ ସେତିକି ଅଧିକ ରହିଥିବ। ଏହାକୁ ଦେଖି ଅନେକ ନିଜ ବଜେଟ କଥା ମନେ ପକାନ୍ତି। ଇଚ୍ଛା ଥିଲେ ବି କିଣନ୍ତି ନାହିଁ। ଏମିତିରେ ଜଣେ ଏବେ ଯଦି ୩୨ ଇଞ୍ଚର ସ୍ମାର୍ଟ ଏଲଇଡ଼ି ଟିିଭିି କିଣୁଛନ୍ତି ତେବେ ତାଙ୍କୁ ନିହାତି ୧୫ ହଜାର ଟଙ୍କାରୁ ଆରମ୍ଭ କରି ୨୦ ହଜାର ଟଙ୍କା ଦେବାକୁ ପଡ଼ିବ। ଆଉ ଅଲଗା ଅଲଗା ବ୍ରାଣ୍ଡ ପାଇଁ ଏହା ଭିନ୍ନ ଭିନ୍ନ ହୋଇଥାଏ।

ସ୍ମାର୍ଟ ଏଲଇଡ଼ି ଟିିଭି ମାର୍କେଟରେ ସବୁଠୁ ଟ୍ରେଣ୍ଡିଂ ପ୍ରଡକ୍ଟ। ଏହାର ବିକ୍ରି ମଧ୍ୟ ଅଧିକ ମାତ୍ରାରେ ହୋଇଥାଏ। ତେବେ ଦାମ ପାଇଁ ଅନେକ ଜଣ ଏହାକୁ କିଣିବାକୁ ପଛାନ୍ତି। କିନ୍ତୁ ଏବେ ଆପଣ ଏହାକୁ ଶସ୍ତା ଦାମରେ କିଣିପାରିବେ। ଆଉ ଏଣ୍ଟରଟେନମେଣ୍ଟ ପୂରା ମଜା ଉଠାଇପାରିବେ।

MI ର ୩୨ ଇଞ୍ଚ ସ୍ମାର୍ଟଟିଭିର ଦାମ ଏବେ କମିଯାଇଛି। କମ୍ପାନୀ ଏବେ ଗ୍ରାହକଙ୍କୁ ଦେଉଛି ବଢ଼ିଆ ଅଫର। ଯଦି ଆପଣ ଫ୍ଲିପକାର୍ଟରେ ଏହାକୁ କିଣିବାକୁ ଚାହୁଁଛନ୍ତି ତେବେ ବଢ଼ିଆ ଡିସକାଉଣ୍ଟ ପାଇବେ। ଏମିତିରେ ଆପଣ ସ୍ମାର୍ଟ ଏଲଇଡ଼ି ଟିଭିକୁ ଖୁବ ସହଜରେ କିଣିପାରିବେ। ଏବେ ଜାଣନ୍ତୁ ଅଫର ସମ୍ପର୍କରେ..

MI5a 80 ସେଣ୍ଟିମିଟର ୩୨ ଇଞ୍ଚର ଏଚଡ଼ି ରେଡ଼ି ଏଲଇଡ଼ି ସ୍ମାର୍ଟ ଟିଭି । ଏହି ସ୍ମାର୍ଟ ଟିଭି ଡଲବି ଅଡ଼ିଓ ସପୋର୍ଟ ସହିତ ଆସୁଛି। ଏହା ୨୦୨୨ ରେ ଲଞ୍ଚ ହୋଇଥିଲା। ଏହାର ପ୍ରକୃତ ଦାମ ହେଉଛି ୨୪,୯୯୯ ଟଙ୍କା। କିନ୍ତୁ ଫ୍ଳିପକାର୍ଟରେ ୪୮% ର ଡିସକାଉଣ୍ଟ ମିଳିବା ପରେ ଏହାର ଦାମ ହେଉଛି ୧୨,୯୯୯ ଟଙ୍କା। ଏଥିରେ ୧୧,୭୦୦ ଟଙ୍କାର ଏକ୍ସଚେଞ୍ଜ ବୋନସ୍‌ ଅଫର ରହିଛି। ଏପରି କଲେ ଆପଣ ୧୨୯୯ ଟଙ୍କା ଦେଇ ଶସ୍ତାରେ ସ୍ମାର୍ଟ ଟିଭି କିଣିଆଣିବେ ।

You might also like