Below header

ସବୁ ଇଲେକ୍ଟ୍ରୋନିକ୍ସ ଓ ମୋବାଇଲ୍‌ ପ୍ରଡକ୍ଟ ଉପରେ ଓ୍ଵାରେଣ୍ଟି ସମୟ ବଢ଼ାଇଲା ସାମ୍‌ସଙ୍ଗ୍‌

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମ୍‌ସଙ୍ଗ୍‌ କମ୍ପାନୀ ତା’ର ସମସ୍ତ ଇଲେକ୍ଟ୍ରୋନିକ୍ସ ଓ ମୋବାଇଲ୍‌ ଉପକରଣ ଉପରେ ଷ୍ଟାଣ୍ଡାର୍ଡ ଓ୍ଵାରେଣ୍ଟି ସମୟ ସୀମା ବଢ଼ାଇଛି । ଏହି ସମୟ ଜୁନ୍‌ ୧୫ ତାରିଖ ଯାଏ ବଢ଼ାଇ ଦିଆଯାଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଚଳିତ ବର୍ଷ ମାର୍ଚ୍ଚ ୨୦ ଓ ମଇ ୩୧ ମଧ୍ୟରେ ଓ୍ଵାରେଣ୍ଟି ଶେଷ ହୋଇଯାଇଥିବା ସବୁ ଉପକରଣ ଉପରେ ଏହି ଅଫର ଲାଗୁ ହେବ ବୋଲି କମ୍ପାନୀ କହିଛି । ଅଧିକ ସୂଚନା ପାଇଁ ସାମ୍‌ସଙ୍ଗ୍‌ ନ୍ୟୁଜ୍‌ ରୁମ୍‌ ସହ ଯୋଗାଯୋଗ କରିବାକୁ କୁହାଯାଇଛି । ଅନ୍‌ଲାଇନ୍‌ ମାଧ୍ୟମରେ ମଧ୍ୟ ଅଧିକ ସୂଚନା ପାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.