Below header

ରେକର୍ଡ ସ୍ତରରେ ସେନସେକ୍ସ, କେତେ ବଢ଼ିଲା ଜାଣନ୍ତୁ

ମୁମ୍ବାଇ : ଆଜି ଦିନଟି ଶେୟାର ବଜାର ପାଇଁ ଖୁବ ଭଲ ରହିଛି । ସକାଳୁ ସେନସେକ୍ସ ୩୯,୨୭୭.୯୬ ପଏଣ୍ଟ ପାର କରିଛି । ଏହା ଏପ୍ରିଲ ୩ରେ ରେକର୍ଡ ହୋଇଥିବା ପଏଣ୍ଟ ୩୯,୨୭୦.୧୪କୁ ଟପି ଯାଇଛି । ସେହିପରି ନିଫଟିରେ ଆଜି ୮୫ ପଏଣ୍ଟ ପାର କରି ସର୍ବୋଚ୍ଚ ୧୧,୭୭୬ ପଏଣ୍ଟ ସ୍ତରକୁ ଛୁଇଁଛି ।
ଚଳିତ ଆର୍ଥିକ ବର୍ଷର ଆରମ୍ଭରୁ ହିଁ ଶେୟାର ବଜାରରେ ଖୁବ ଶୁଭ ଫଳ ମିଳିଛି । ଆରମ୍ଭରୁ ସେନସେକ୍ସ ଏବଂ ନିଫଟି ଉଭୟ ଭଲ କାରବାର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.