BEL ରେ ଖାଲିପଡିଛି ବିଭିନ୍ନ ପଦବୀ: ଜଲଦି କରନ୍ତୁ ଆବେଦନ, ଦରମା ୫୦ ହଜାରରୁ ଅଧିକ

ଆପଣ ଚାକିରି ଖୋଜୁଛନ୍ତି କି ? ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଯଦି ଆପଣ ସରକାରୀ ଚାକିରି ଖୋଜୁଛନ୍ତି ତେବେ ଜଲଦି ଆବେଦନ କରନ୍ତୁ। BELରେ ଖାଲିପଡିଥିବା ପଦବୀରେ ନିଯୁକ୍ତି କରାଯାଉଛି। ଏହି ପଦବୀରେ ଆବେଦନ କରିବାର ଶେଷ ତାରିଖ ୧୯ ମଇ ରହିଛି। ଅଧିକ ଜାଣିବା ପାଇଁ ନୋଟିଫିକେସନକୁ ଯାଇ ଚେକ୍ କରିପାରିବେ।

ପଦବୀ ବିବରଣୀ:

ଟ୍ରେନି ଇଂଜିନିୟର-୧: ୨୦
ପ୍ରୋଜେକ୍ଟ ଅଫିସର-୧: ୧
ଟ୍ରେନି ଅଫିସର-୧: ୨

ଶିକ୍ଷାଗତ ଯୋଗ୍ଯତା: ଅଲଗା ଅଲଗା ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ଯତା ନିର୍ଦ୍ଧାରଣ କରାଯାଇଛି।

ବୟସ ସୀମା: ଟ୍ରେନିଂ ଇଂଜିନିୟର ପାଇଁ ୨୫ ବର୍ଷ ହୋଇଥିବା ବେଳେ ପ୍ରୋଜେକ୍ଟ ଅଫିସର ପାଇଁ ୨୮ ବର୍ଷ ଏବଂ ଟ୍ରେନି ଅଫିସର ପାଇଁ ୨୫ ବର୍ଷ ନିର୍ଦ୍ଧାରିତ କରାଯାଇଛି।

ଶେଷ ତାରିଖ: ୧୯ ମଇ ୨୦୨୧

https://register.cbtexams.in/BEL/Kotdwara/

https://www.bel-india.in/Documentviews.aspx?fileName=BEL-Kotdwara-Job-Description-TE-PE-TO-23-04-2021.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.