Below header

ଝାରସୁଗୁଡା : ନିୟମ ଉଲଂଘନ କରି ମୋଟା ଅଙ୍କର ଜରିମାନା ଗଣିଲେ କନ୍ୟାପକ୍ଷ, ଦେଲେ ୧୦ ହଜାର ଟଙ୍କା ଜରିମାନା

ଝାରସୁଗୁଡା : ନିୟମ ଉଲଂଘନ କରି ମୋଟା ଅଙ୍କର ଜରିମାନା ଗଣିଲେ କନ୍ୟାପକ୍ଷ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ସବୁ ସମାବେଶ ଉପରେ କଟକଣା ଲଗାଇଛନ୍ତି । ବାହାଘର, ବ୍ରତଘର ପାଇଁ ମୋଟ ୫୦ ଜଣଙ୍କୁ ଅନୁମତି ଦିଆଯାଇଛି । ତଥାପି ଅନେକ ଯାଗାରେ ନିୟମ ଖିଲାପ ହେଉଛି ।

ଗତକାଲି ଝାରସୁଗୁଡା ସଦର ଥାନା ଇଟାଭାଟି ଠାରେ ଚାଲିଥିବା ଝିଅ ବାହାଘର ଭୋଜିରେ ପ୍ରଶାସନ ପକ୍ଷରୁ ଚଢଉ କରାଯାଇଛି । ନିୟମ ଭାଙ୍ଗି ଭୋଜି କରାଯାଉଥିବା ଖବର ପାଇ ଚଢଉ କରାଯାଇ ଭୋଜି ବନ୍ଦ କରିବା ସହ କନ୍ୟାପକ୍ଷ ପକ୍ଷରୁୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.