Below header

ଭୁବନେଶ୍ୱରରେ ପୂର୍ବଭଳ କଡ଼ାକଡ଼ି ରହିବ ଲକ୍‌ଡାଉନ୍‌ କଟକଣା, ଟ୍ଵିଟ୍‌ କରି ସୂଚନା ଦେଲେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ

ଭୁବନେଶ୍ୱର: ଭୁବନେଶ୍ୱରରେ ପୂର୍ବଭଳ କଡ଼ାକଡ଼ି ରହିବ ଲକ୍‌ଡାଉନ୍‌ କଟକଣା । ଟ୍ଵିଟ୍‌ କରି ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ପୂର୍ବଭଳି ଦୋକାନ ବଜାର ବନ୍ଦ ରହିବ । ତେବେ ଏୟାର କଣ୍ଡିସନର, ରେଫ୍ରିଜେରେଟର ମରାମତି ପାଇଁ ରାଜଧାନୀବାସୀ ୧୦୦ ଡାଏଲ କରି ଅନୁମତି ନେଇପାରିବେ ।

Bhubaneswar ଭୁବନେଶ୍ୱରରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ପାସ୍‌ର ଆବଶ୍ୟକତା ନାହିଁ । କର୍ମଚାରୀ ମାନେ ଅଫିସ୍‌ ପରିଚୟପତ୍ର ଦେଖାଇ ଯିବା ଆସିବା କରିପାରିବେ । ଏବେ ପରିସ୍ଥିତିର ସମୀକ୍ଷା ଚାଲିଛି । ଜନ ସାଧାରଣ ଏଥିରେ ସହଯୋଗ କରିବାକୁ ନିବେଦନ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.