Below header

ଏପରି ଏକ ଦେଶ ଯିଏ କରୋନାକୁ କରିପାରିଛି ଆୟତ୍ତ, ସୁଲତାନଙ୍କ କଡ଼ା ନିୟମ ଯୋଗୁଁ କରୋନା ଏଠାରେ ଧରାଶାୟୀ

ବିଶ୍ୱର ୨୧୦ଟି ଦେଶରେ କରୋନା ତାଣ୍ଡବ ରଚୁଛି । ବିଶ୍ୱରେ କରେ।ନ। ଯେ।ଗୁଁ ୧,୦୯,୬୬୪ଜଣଙ୍କର ମୃତ୍ୟୁ ହେ।ଇଥିବ।ବେଳେ ୧୭,୯୧,୦୨୪ ଜଣ ସଂକ୍ରମିତ ହେ।ଇଛନ୍ତି । ବିଶ୍ୱର ବହୁ ପ୍ରଭ।ବଶ।ଳୀ ର।ଷ୍ଟ୍ର ଏବେ କରେ।ନ। ମ।ଡରେ ଧର।ଶ।ୟୀ । ସମସ୍ତେ କରେ।ନ। କବଳରୁ ବର୍ତ୍ତିବ। ପ।ଇଁ ଆପ୍ର।ଣ ଉଦ୍ୟମ କରୁଛନ୍ତି । ସେହିପରି କିଛି ଦେଶ କରେ।ନ। ଉପରେ ନିୟନ୍ତ୍ରଣ ଆଣି ପ।ରିଛନ୍ତି । ଶକ୍ତ ନିୟମ ପ।ଳନ କରି ଏମ।ନେ କରେ।ନ। ଉପରେ ନିୟନ୍ତ୍ରଣ ଆଣିଛନ୍ତି । ବିଶ୍ୱର ଏକ ଛେ।ଟ ଇସଲ।ମିକ୍ ଦେଶ ଭ।ବେ ବ୍ରୁନେଇରେ କରେ।ନ। ଯେ।ଗୁଁ ମ।ତ୍ର ଜଣକଙ୍କର ମୃତ୍ୟୁ ହେ।ଇଛି ।

bb

ଦକ୍ଷିଣ ପୂର୍ବ ଏସିଆର ଏକ ଛେ।ଟ ଇସ୍‌ଲ।ମସିକ ଦେଶ ଭ।ବେ ବ୍ରୁନେଇ ଜଣ।ଶୁଣ। । ଏଠ।ରେ କରେ।ନ। ଯେ।ଗୁଁ ୧୩୬ ଜଣ ସଂକ୍ରମିତ ହେ।ଇଛନ୍ତି । ସେଥିରୁ ୧୦୪ ଜଣ ସୁସ୍ଥ ହେ।ଇଯ।ଇଥିବ।ବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେ।ଇଛି । ବ୍ରୁନେଇର ଏବେ ର।ଜଶ।ସନ ଚ।ଲିଛି । ନର୍ଥ କେ।ରିଆ ପରି ଏହି ଛେ।ଟ ର।ଷ୍ଟ୍ରଟି କଡ। ନିୟମ ପ।ଳନ ପୂର୍ବକ କରେ।ନ।କୁ ନିଜ ନିୟନ୍ତ୍ରଣରେ ରଖିପ।ରିଛି । ବ୍ରୁନେଇର ସୁଲତ।ନ ହେଉଛନ୍ତି ହସନଲ।ଲ୍ ବେ।ଲ୍‌କିଆ ।

corona

ବ୍ରୁନେଇରେ ପ୍ରଥମେ ମ।ଲେସିଆରୁ ଫେରିଥିବ। ଜଣେ ତୀର୍ଥଯ।ତ୍ରୀଙ୍କ ନିକଟରେ ପ୍ରଥମ କରେ।ନ। ଭ।ଇରସ୍‌ର ଚିହ୍ନଟ କର।ଯ।ଇଥିଲ। । ଏହ।ପରେ ସୁଲତ।ନ କଡ। ନିୟମ ଲ।ଗୁକରିଥିଲେ । ୨୪ ମ।ର୍ଚ୍ଚରେ ବ୍ରୁନେଇ ଦେଶରୁ ବ।ହ।ର ଓ ଦେଶ ବ।ହ।ରୁ ଦେଶ ଭିତରକୁ ଯିବ। ଆସିବ।ରେ ପ୍ରତିବନ୍ଧକ ଲଗ।ଇଥିଲେ । ଯେଉଁମ।ନେ ଦେଶ ବ।ହ।ରୁ ଫେରିଥିଲେ ସେମ।ନଙ୍କୁ ୧୪ ଦିନିଆ କ୍ୱାରେଣ୍ଟାଇନରେ ରଖିଥିଲେ । ବିବ।ଘର, ସ।ମୂହିକ ଖେଳ, ଏପରିକି ବୈଠକ ଆଦିକୁ ପୂର।ପୂରି ନିଷିଦ୍ଧ କର।ଯ।ଇଥିଲ। । ସେହିପରି ମସି୍‌ଜିଦ୍‌କୁ ମଧ୍ୟ ଯିବ। ଉପରେ ପ୍ରତିବନ୍ଧକ ଲଗ।ଯ।ଇଥିଲ। । ତ।ପରେ ଦେଶରେ କରେ।ନ। ଭ।ଇରସ୍‌କୁ ୧୦ ଗୁଣ। ପରୀକ୍ଷ। କର।ଇଥିଲେ । କରେ।ନ। ଟେଷ୍ଟିଂ ବୃଦ୍ଧି କରିବ। ପ।ଇଁ ଭିଗ୍ରେ।ଲେ।ଜି ଲ।ବେ।ରେଟ।ରୀର ପ୍ରସ୍ତୁତି କରିଥିଲେ । ସେହିପରି ନିୟମ ଉଲ୍ଲଂଘନକ।ରୀଙ୍କ ଉପରେ କଡ। କାର‌୍ୟ୍ୟାନୁଷ୍ଠାନ ନିଆଯ।ଇଥିଲ। । ଏପରି ଭ।ବରେ ଏହି ର।ଷ୍ଟ୍ରଟି କରେ।ନ।କୁ ନିୟନ୍ତ୍ରଣ କରିପ।ରିଛି ।

33

ବ୍ରୁନେଇର ସୁଲତ।ନ୍ ଦୁନିଆର ସର୍ବ।ଧିକ ସମୟ ପର‌୍ୟ୍ୟନ୍ତ ଶ।ସନ କରୁଥିବ। ସୁଲତ।ନଙ୍କ ମଧ୍ୟରେ ଅନ୍ୟତମ । ଏଠ।ରେ ସଜ୍ଜ। ବହୁତ ଶକ୍ତ ବ। କଠେ।ର ହେ।ଇଥ।ଏ । ଏଠ।ରେ ଗେ-ସେକ୍ସ୍ କରିବ। ଲେ।କଙ୍କ ଉପରେ ପଥର ପକ।ଇ ମ।ରିବ।ର ସଜ୍ଜ। ରହିଥିଲ। । କିନ୍ତୁ ଅନ୍ତର୍ର।ଷ୍ଟ୍ରୀୟ ଚ।ପ ଯେ।ଗୁଁ ଏହି ନିୟମରେ ପରିବର୍ତ୍ତନ କରିବ।କୁ ପଡ଼ିଥିଲ। ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.