କରୋନା ସହ ଲମ୍ବା ଲଢ଼େଇ ଚାଲିବ : ସୁବ୍ରତ ବାଗଚୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : କରୋନା ସହ ଲଢ଼େଇ କିଛି ଦିନ ନୁହେଁ ଦୀର୍ଘ ଦିନର । ଏଥିପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ । ଦେଶରେ ୮୦ ପ୍ରତିଶତ ଲୋକଙ୍କ ଠାରେ ଲକ୍ଷଣ ନଥାଇ ମଧ୍ୟ କରୋନା ପଜେଟିଭ୍‌ ବୋଲି ଯାଞ୍ଚରୁ ଜଣାପଡ଼ୁଛି । ତେଣୁ ଆମକୁ ଅଧିକ ସତର୍କ ଓ ସଚେତନ ରହିବାକୁ ପଡ଼ିବ । ଏ କଥା କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।
ସେ ଆଜି ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହିତ ଲମ୍ବା ଲଢ଼ଇ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି ।

ଦେଖନ୍ତୁ ସୁବ୍ରତ ବାଗଚୀଙ୍କ ପ୍ରେସ୍‌ ମିଟ୍‌ ଭିଡିଓ…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.