Below header

ଫାଇଜର ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ WHOର ଅନୁମତି

କେନ୍ଯୁଜ୍: ଫାଇଜର ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ WHOର ଅନୁମତି । WHO ପକ୍ଷରୁ କୌଣସି କରୋନା ଟିକାକୁ ଅନୁମତି ଦେବାରେ ଏହା ପ୍ରଥମ ।

ଏହାସହ ସାରାବିଶ୍ୱରେ ଫାଇଜର ଟିକାକୁ ଜରୁରୀ ବ୍ୟବହାର କରାଯାଇପାରିବ ବୋଲି WHO । ଏହାପୂର୍ବରୁ ଇଂଲଣ୍ଡ ଓ ଆମେରିକାରେ ଅନୁମତି ମିଳିଥିଲା । ଭାରତରେ ମଧ୍ୟ ଜରୁରୀକାଳୀନ ବ୍ୟବହାର ପାଇଁ ଫାଇଜର ଅନୁମତି ମାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.