କୋଭିଡ୍ ଟିକା ହାର୍ଟ ଆଟାକର କାରଣ ନୁହେଁ, ସ୍ପଷ୍ଟ କରିଛି ICMR ଏବଂ AIIMS
କୋଭିଡ୍ ଟିକା ହାର୍ଟଆଟାକର କାରଣ ନୁହେଁ ବୋଲି ସ୍ପଷ୍ଟ କରିଛି ICMR ଏବଂ AIIMS । ୪୦ ଦିନରେ ୨୨ ଜଣଙ୍କ ହୃଦଘାତରେ ଜୀବନ ଯାଇଥିଲା । ଯାହା କୋଭିଡ ଟିକାର ପ୍ରଭାବ ବୋଲି ଅଭିଯୋଗ ଅଣାଯାଇଛି । ଯାହାକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।…