Below header

‘ଆଁଖ ମାରେ…’ ଗୀତରେ ଅନନ୍ୟା ପାଣ୍ଡେଙ୍କ ଧାଁସୁ ଡ୍ୟାନ୍ସ, ଭିଡିଓ ଦେଖିଲେ ଆପଣ ବି ନାଚିଉଠିବେ

ଆଜିକାଲି ବଲିଉଡ୍‌ରେ ଷ୍ଟାର୍‌ କିଡ୍‌ସଙ୍କର ଜଲଓ୍ଵା ଚାଲିଛି। ଅନନ୍ୟା ପାଣ୍ଡେ ସେମାନଙ୍କ ମଧ୍ୟରୁ ଅନ୍ୟତମ। ଏହି ଅଭିନେତ୍ରୀ ଜଣକ ତାଙ୍କ ଆକ୍ଟିଂ ଦ୍ୱାରା ଫ୍ୟାନ୍‌ମାନଙ୍କୁ ବେଶ୍‌ ପ୍ରଭାବିତ କରିଛନ୍ତି। ଫିଲ୍ମ ବ୍ୟତୀତ ସେ ସୋସିଆଲ ମିଡିଆ ମାଧ୍ୟମରେ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ଏଥର ମଧ୍ୟ ଏକ ଭିଡିଓ ଜରିଆରେ ଅନନ୍ୟା ପୁଣିଥରେ ଚର୍ଚ୍ଚା ପରିସରକୁ ଆସିଛନ୍ତି।

 

View this post on Instagram

 

Omgg her moves😍❣️ #ladkiankhmarey 😍 @ananyapanday #ananyapanday

A post shared by 🌟Ananya followed 🌟 (@ananyagalaxy) on

କଥାଟି ହେଲା, ଅନନ୍ୟା ଏକ ସଙ୍ଗୀତ ପଙ୍କସନ୍‌କୁ ଯାଇଥିଲେ। ସେଠାରେ ସେ ସାରା ଅଲ୍ଲୀ ଖାନ୍‌ଙ୍କ ଫିଲ୍ମ ‘ସିମ୍ବା’ର ଏକ ଗୀତ ‘ଆଁଖ୍‌ ମାରେ…’ରେ ଜବରଦସ୍ତ ଡ୍ୟାନ୍ସ କରିଥିଲେ। ଅନନ୍ୟାଙ୍କର କିଛି ନିଆରା ଅନ୍ଦାଜ ସମସ୍ତଙ୍କ ହୋସ୍‌ ଉଡ଼ାଇ ଦେଇଥିଲା। ଲୋକେ କ୍ୟାମେରାରେ ତାଙ୍କ ଫଟୋ ଉଠାଇବାକୁ ଲାଗିଥିଲେ। କିଛି ଲୋକ ତାଳି ବଜାଇ ତାଙ୍କ ଉତ୍ସାହ ବଢ଼ାଉଥିଲେ। ଏହି ଗୀତରେ ଅନନ୍ୟା ବହୁତ ଅଧିକ ସମୟ ଯାଏ ଡ୍ୟାନ୍ସ କରୁଥିବା ଦେଖାଯାଇଥିଲା।

 

View this post on Instagram

 

My doll😍❤️ @ananyapanday #ananyapanday

A post shared by 🌟Ananya followed 🌟 (@ananyagalaxy) on

ଏହି ଡ୍ୟାନ୍ସ ଭିଡିଓକୁ ଅନନ୍ୟା ଫ୍ୟାନ୍ସ ଗ୍ରୁପ୍‌ ତରଫରୁ ସୋସିଆଲ ମିଡିଆରେ ଶେୟାର କରାଯାଇଛି। ଶେୟାର ହେବା କ୍ଷଣି ଭିଡିଓ ଭାଇରାଲ ହୋଇଯାଇଥିଲା। ଲୋକେ ଏହା ଉପରେ ବିଭିନ୍ନ ପ୍ରତିକ୍ରିୟା ରଖିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.