ଭାରତୀୟ ସେନାର ପାକିସ୍ତାନକୁ କଡ଼ା ଜବାବ୍, ଜାଣନ୍ତୁ ଏନେଇ ବଲିଉଡର କଣ ରହିଛି ପ୍ରତିକ୍ରିୟା

ମୁମ୍ବାଇ : ପୁଲୱାମାରେ ଆତଙ୍କୀ ଆକ୍ରମଣର ପ୍ରାୟ ୨ ସପ୍ତାହ ପରେ ଜବାବ ଦେଇଛି ଭାରତୀୟ ବାୟୁ ସେନା। ଏନେଇ ଭାରତୀୟ ବାୟୁ ସେନା ଆଜି ଭୋର ୩:୩୦ ପାଖାପାଖି ସମୟରେ ପାକ ଅଧିକ୍ରୁତ କଶ୍କୀର(POK)ରେ ଥିବା ଆତଙ୍କୀ ସଂଗଠନ ଉପରେ ଆକ୍ରମଣ କରିଛି। ଏହାକୁ ସର୍ଜିକଲ ଷ୍ଟାଇକ୍ ୨ର ନାମ ରଖାଯାଇଥିବା ବେଳେ ଆକ୍ରମଣରେ ମୋଟ ୨୦୦ ରୁ ୩୦୦ ଆତଙ୍କବାଦୀ ମରିଥିବା ସୂଚନା ମିଳିଛି।

army

ମିଡିଆ ରିପୋର୍ଟ ମୁତାବକ, ଭାରତୀୟ ବାୟୁସେନାର ୧୨ଟି ମିରାଜ ୨୦୦୦ ଯୁଦ୍ଧ ବିମାନ ଜରିଆରେ ପାକିସ୍ତାନ ସୀମା ମଧ୍ୟରେ ପଶି ବାଳାକୋଟ ଏବଂ ଚକୋଟି ସ୍ଥାନରେ ଏକ ହଜାର କିଲୋର ବମ୍ ପକାଇଛନ୍ତି।

ସାରା ଦେଶ ଭାରତୀୟ ସେନାର ଏହି ପରାକ୍ରମିକୁ ପ୍ରଶାଂସା କରୁଛି। ଏନେଇ ସୋସିଆଲ ମିଡିଆରେ ସଲାମର ସୁଅ ଛୁଟିଛି। ତେବେ ଏଥିରେ ପଛରେ ପଡ଼ି ନାହାନ୍ତି ବଲିଉଡ଼ କଳାକଳା। ବାୟୁସେନାକୁ ସଲାମୀ ଦେବା ସହ ଏନେଇ ଟ୍ବିଟ ମଧ୍ୟ କରାଯାଇଛି। ଆସନ୍ତୁ ଦେଖିବା ଜବାବି ଆକ୍ରମଣ ନେଇ ବଲିଉଡ଼ କଳାକାରଙ୍କ ପ୍ରତିକ୍ରିୟା ।

ଅଜୟ ଦେବଗନ୍ :


ଅଫତାବ ଶ୍ରୀବଦଶାନି :


ପରେଶ ରାୱାଲ :


ଅଭିଶେକ ବଚ୍ଚନ :


କୈଳାଶ ଖେର:


ବିବେକ୍ ଓବରାଏ:


ମାଲାଇକା ଶେରାୱାତ୍ :


ତାପସୀ ପନ୍ନୁ:

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.