Below header

ମୁମ୍ବାଇରେ ଗଛ କଟାକୁ ବିରୋଧ, ସୋସିଆଲ ମିଡିଆରେ ନିଜ ରାଗ ସୁଝାଇଛନ୍ତି ବଲିଉଡର ଏହି ସବୁ କଳାକାର

ମୁମ୍ବାଇ(କେନ୍ୟୁଜ୍): ମୁମ୍ବାଇରେ ଗଛ କଟାକୁ ବିରୋଧ କରି ଆଗକୁ ଆସିଛି ବଲିଉଡ୍‌ । ଗଛକଟା ବିରୋଧ କରି ଟ୍ଵିଟ୍‌ କରିଛନ୍ତି ବଲିଉଡ୍‌ ସେଲିବ୍ରିଟି । ସୋସିଆଲ ମିଡିଆରେ ନିଜ ରାଗ ସୁଝାଇଛନ୍ତି ବଲିଉଡ୍‌ କଳାକାର । ଫରହାନ୍‌ ଅଖତର କହିଛନ୍ତି, ରାତିରେ ଗଛ କାଟିବା ଠିକ୍‌ ହୋଇନାହିଁ ।

ସେହିପରି ଇନ୍‌ଷ୍ଟାଗ୍ରାମ୍‌ରେ ଏହାକୁ ବିରୋଧ କରିଛନ୍ତି ଅଭିନେତ୍ରୀ ଶ୍ରଦ୍ଧା କପୁର । ଗଛ କଟାଯାଉଥିବାର କିଛି ଫଟୋ ସେ ସେୟାର କରିଛନ୍ତି । ପୂର୍ବରୁ ମଧ୍ୟ ଅନେକ ସମୟରେ ଗଛ କାଟିବା ବିରୋଧରେ ଆଗକୁ ଆସିଛନ୍ତି ଶ୍ରଦ୍ଧା । ସେହିପରି ଅଭିନେତ୍ରୀ ଦିୟା ମିର୍ଜା, ରିଚା ଚଢ୍ଡା, ଉର୍ମିଳା ମାତୋନ୍ଦକର ପ୍ରମୁଖର ଗଛ କଟାକୁ ବିରୋଧ କରି ଟ୍ଵିଟ୍‌ କରିଛନ୍ତି।

ଏହାସହ ପଢନ୍ତୁ:

ଭିଡ଼ ହିଂସାକୁ ବିରୋଧ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଖୋଲା…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.