ଲୋକପ୍ରିୟ ସିରିଅଲ CID ର ଫ୍ରେଡ୍ରିକ୍ସଙ୍କୁ ହାର୍ଟଆଟାକ୍‌, ହସପିଟାଲରେ ଭର୍ତ୍ତି

ଟିଭିର ଲୋକପ୍ରିୟ ଶୋ CID ରେ ଇନ୍ସପେକ୍ଟର ଫ୍ରେଡ୍ରିକ୍ସ ଓରଫ ଦିନେଶ ଫଡନିସଙ୍କୁ ହାର୍ଟ ଆଟାକ୍‌ ହୋଇଛି । ଫ୍ରେଡିକ୍ସ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟୁଛି । ପୂର୍ବାପେକ୍ଷା ସ୍ଥିତି ଭଲ ରହିଛି ।

ଟିଭିର ଲୋକପ୍ରିୟ ଶୋ CID ରେ ଇନ୍ସପେକ୍ଟର ଫ୍ରେଡ୍ରିକ୍ସ ଓରଫ ଦିନେଶ ଫଡନିସଙ୍କୁ ହାର୍ଟ ଆଟାକ୍‌ ହୋଇଛି । ଏହାପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଦୟାନନ୍ଦ ସେଟ୍ଟୀ କନଫର୍ମ କରିଛନ୍ତି ।

ସିଆଇଡିରେ ଦୟାନନ୍ଦ ସେଟ୍ଟୀ ଦୟା ରୋଲରେ ନଜର ଆସୁଛନ୍ତି । ଦୟାଙ୍କ କହିବାନୁଯାୟୀ, ଫ୍ରେଡିକ୍ସ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟୁଛି । ପୂର୍ବାପେକ୍ଷା ସ୍ଥିତି ଭଲ ରହିଛି । ପ୍ରାର୍ଥନା କରନ୍ତୁ କି, ସେ ଜଲଦି ସୁସ୍ଥ ହୋଇ ଘରକୁ ଫେରନ୍ତୁ ।

ଦିନେଶ CID ରେ ଫ୍ରେଡିକ୍ସ ଭୂମିକାରେ ନଜର ଆସୁଛନ୍ତି । ଶୋ ଆରମ୍ଭରୁ ସେ ସବ ଇନ୍ସପେକ୍ଟର ଭୂମିକାରେ ନଜର ଆସିଥିଲେ । ଏହାପରେ ତାଙ୍କୁ ଫ୍ରେଡିକ୍ସ ଚରିତ୍ରରେ ଦେଖିବାକୁ ମିଳିଥିଲା । ଏହାପରେ ମରାଠୀ ଫିଲ୍ମରେ ସ୍କ୍ରିପ୍ଟ ଲେଖୁଛନ୍ତି ଦିନେଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.