Below header

ଗୋଲ୍ଡେନ ଗାଉନରେ ଜ୍ୟାକଲିନ ଫର୍ନାଣ୍ଡିଜଙ୍କ ଜଲୱା ଦେଖି କ୍ରେଜି ହେଲେ ଫ୍ୟାନ୍ସ, ଦେଖନ୍ତୁ ଭାଇରଲ ଫଟୋ

ଜ୍ୟାକଲିନ ଫର୍ନାଣ୍ଡିଜଙ୍କ ନାମ ବଲିଉଡର ସେହି ଅଭିନେତ୍ରୀମାନଙ୍କ ମଧ୍ୟରେ ଆସେ ଯେଉଁମାନେ ଚଳଚ୍ଚିତ୍ର ସହିତ ସୋସିଆଲ ମିଡିଆରେ ମଧ୍ୟ ବହୁତ ଆକ୍ଟିଭ ରହିଥାନ୍ତି । ଜ୍ୟାକଲିନଙ୍କର ସୋସିଆଲ ମିଡିଆରେ ଫ୍ୟାନ ଫଲୋଅର୍ସଙ୍କ ସଂଖ୍ୟା ବହୁତ ଅଧିକ । ଯଦି କେବଳ ଇନଷ୍ଟାଗ୍ରାମ କଥା କହିବା ତାହେଲେ ଏହି ସୋସିଆଲ ପ୍ଲାଟଫର୍ମରେ ଜ୍ୟାକଲିନଙ୍କୁ ପ୍ରାୟ ୩.୫ କୋଟି ଲୋକ ଫଲୋ କରନ୍ତି ଏବଂ ସେ ମଧ୍ୟ ସର୍ବଦା ନିଜର ଫଟୋ ନିଜର ଫ୍ୟାନମାନଙ୍କ ପାଇଁ ସେୟାର କରିଥାନ୍ତି । ତେବେ ନିକଟରେ ଜ୍ୟାକଲିନ ଗୋଲଡେନ ଡ୍ରେସରେ ନିଜର କିଛି ଫଟୋ ସେୟାର କରିଛନ୍ତି ଯାହାକି ତାଙ୍କର ଫ୍ୟାନ ମାନଙ୍କୁ ବହୁତ ପସନ୍ଦ ଆସିଛି ।

जैकलीन ने इस गाउन के साथ अपने बाल खुले रखे हैं जो उनके लुक में चार चांद लगा रहे हैं।

ଜ୍ୟାକଲିନ ଏହି ଫଟୋରେ ଏକ ସୁନ୍ଦର ଡିଜାଇନର ଗୋଲଡେନ ଗାଉନରେ ନଜର ଆସିଛନ୍ତି । ଯେଉଁଥିରେ ସେ ବହୁତ ସୁନ୍ଦର ଏବଂ ଆଟ୍ରାକ୍ଟିଭ ଲାଗୁଛନ୍ତି ଏବଂ ତାଙ୍କର କାମେଣ୍ଟବକ୍ସ ଫ୍ୟାନମାନଙ୍କ କମ୍ପ୍ଲିମେଣ୍ଟସରେ ଭାରି ରହିଛି ।

बता दें कि जैकलीन साल 2019 में TikTok पर 95 लाख फॉलोअर्स के साथ सेलेब्रिटीज लिस्ट में पहले स्थान पर हैं।

ମହିଳା ଏବଂ ଶିଶୁ ସଶକ୍ତିକରଣର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଯାଇଥିବାବେଳେ ଜ୍ୟାକଲିନ ଏହି ଡ୍ରେସରେ ଫଟୋସୁଟ କରାଇଥିଲେ । ସୂଚନା ଅନୁଯାୟୀ ଜ୍ୟାକଲିନ ୨୦୧୯ ମସିହାରେ ଟିକଟକରେ ୯୫ ଲକ୍ଷ ଫଲୋର୍ସଙ୍କ ସହିତ ସେଲିବ୍ରିଟିଜଙ୍କ ତାଲିକାରେ ମଧ୍ୟ ପ୍ରଥମରେ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.