Below header

ଜୁନିୟର ମେହମୁଦଙ୍କୁ ଫୋର୍ଥ ଷ୍ଟେଜ କ୍ୟାନସର

ଜୁନିୟର ମେହମୁଦଙ୍କୁ ଫୋର୍ଥ ଷ୍ଟେଜ କ୍ୟାନସର । ହସ୍ପିଟାଲରେ ଚାଲିଛି ଚିକିତ୍ସା । ଗତ ଦୁଇ ମାସ ଧରି ସେ ଅସୁସ୍ଥ ଅଛନ୍ତି । ଜୁନିୟର ମେହମୁଦ ଜିତେନ୍ଦ୍ରଙ୍କୁ ଭେଟିବାକୁ ଇଚ୍ଛା କରିଥିଲେ । ଉଭୟ ବହୁ ଫିଲ୍ପରେ ଅଭିନୟ କରିଛନ୍ତି । ମେହମୁଦଙ୍କୁ ଦେଖିବା ପରେ କୋହ ସମ୍ଭାଳିପାରିନଥିଲେ ଜିତେନ୍ଦ୍ର ।

ମୁମ୍ବାଇ: ଜୁନିୟର ମେହମୁଦଙ୍କୁ ଫୋର୍ଥ ଷ୍ଟେଜ କ୍ୟାନସର । ହସ୍ପିଟାଲରେ ଚାଲିଛି ଚିକିତ୍ସା । ଗତ ଦୁଇ ମାସ ଧରି ସେ ଅସୁସ୍ଥ ଅଛନ୍ତି । ଜୁନିୟର ମେହମୁଦ ଜିତେନ୍ଦ୍ରଙ୍କୁ ଭେଟିବାକୁ ଇଚ୍ଛା କରିଥିଲେ । ଉଭୟ ବହୁ ଫିଲ୍ପରେ ଅଭିନୟ କରିଛନ୍ତି । ମେହମୁଦଙ୍କୁ ଦେଖିବା ପରେ କୋହ ସମ୍ଭାଳିପାରିନଥିଲେ ଜିତେନ୍ଦ୍ର । ଭୋଭୋ ହୋଇ କାନ୍ଦିଥିଲେ । ସେହିପରି ଅନେକ ଅଭିନେତା ବି ଜୁନିୟର ମେହମୁଦଙ୍କୁ ହସ୍ପିଟାଲରେ ଭେଟିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.