ତେରି ମେରି କାହାନୀ ଗୀତ ଜରିଆରେ ବଲିଉଡରେ ଏଣ୍ଟ୍ରି କରିଥିବା ରାନୁମଣ୍ଡଳ ଏବେ ନିଜକୁ ଜଣେ ବଡ଼ ସେଲିବ୍ରିଟି ବୋଲି ଭାବୁଥିବା ଦେଖିବାକୁ ମିଳିଛି। ଷ୍ଟେସନ୍ରେ ଗୀତ ଗାଉଥିବା ରାନୁ ଷ୍ଟେଜ୍ରେ ପହଞ୍ଚିବା ପରେ ଲୋକଙ୍କୁ ଦୁର୍ବ୍ୟବହାର କରୁଥିବା ଭିଡିଓ ନିକଟରେ ଭାଇରାଲ ହୋଇଛି। ଭିଡିଓରେ ଜଣେ ମହିଳା ରାନୁଙ୍କ ସହ ସେଲ୍ଫି ଉଠାଇବାକୁ ଡାକିବା ବେଳେ ରାନୁ ତାଙ୍କୁ ଖରାପ ବ୍ୟବହାର କରୁଥିବା ଦେଖିବାକୁ ମିଳିଥିଲା। ତେବେ ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ଦିନେ ରାନୁଙ୍କୁ ପ୍ରଶଂସାରେ ପୋତି ପକାଉଥିବା ଲୋକ ଏବେ ତାଙ୍କୁ ଛି ଛି କରିଛନ୍ତି।
ଦେଖନ୍ତୁ ରାନୁଙ୍କ ଦୁର୍ବ୍ୟବହାର କରୁଥିବା ଭିଡିଓ:
ରାନୁଙ୍କ ଏଭଳି ବ୍ୟବହାରକୁ ଲୋକେ ନାପସନ୍ଦ କରିବା ସହ ତାଙ୍କର ମଜାକ୍ ମଧ୍ୟ ଉଡ଼ାଇଛନ୍ତି। ଏବେ ସୋସିଆଲ ମିଡିଆରେ ରାନୁଙ୍କୁ ନେଇ କେତେକ ମିମ୍ସ ମଧ୍ୟ ସେୟାର କରାଯାଉଛି।
ଦେଖନ୍ତୁ ମିମ୍ସ:
Touch these at Your own Risk 🤣🤣🤣
Courtesy: Preetam kumar#RanuMondal pic.twitter.com/E19PnYW4We
— Ramu (@RamuJoginipally) November 5, 2019
When #RanuMondal lost her mind on a fan
Le fan : pic.twitter.com/dNNchd6tQI— Harsh Raikar (@harshstrong21) November 6, 2019
ଏହାସହ ପଢ଼ନ୍ତୁ: କିଙ୍ଗ୍ ଖାନ୍ଙ୍କ ସହ ଭିଡିଓ ସେୟାର କଲେ ରାଜକୁମାର ରାଓ, କହିଲେ ଶାହାରୁଖ ମୋ…
#RanuMondal
Meanwhile Salman Khan be like* pic.twitter.com/7GzAgGiXBw— Thoda sa funny🇮🇳 (@Shivam_mishra21) November 5, 2019
#RanuMondal forgot her “औकात” pic.twitter.com/DzNTmTqNjn
— शर्मा जी का लड़का 🙇 (@ItsSDSharma) November 5, 2019
#RanuMondal Now Be Like: pic.twitter.com/66pqWJs3rU
— Sir Jadeja Fan (@SirrrJadeja) November 6, 2019
ସୂଚନାଯୋଗ୍ୟ ଯେ, ଏକ ଭିଡିଓ ଜରିଆରେ ରାନୁ ମଣ୍ଡଳ ରାତାରାତି ହିଟ୍ ହୋଇଯାଇଥିଲେ। କଲିକତାର ରାଣାଘାଟ ରେଲେଓ୍ଵ ଷ୍ଟେସନ୍ରେ ରାନୁ ଲତା ମଙ୍ଗେସ୍କରଙ୍କ ଏକ ପ୍ୟାର୍ କା ନଗମା ହେ ଗୀତ ଗାଇ ଲୋକଲୋଚନକୁ ଆସିଥିଲେ। ତାଙ୍କ ସ୍ୱର ଶୁଣି ହିମେଶ ରେଶମିୟା ତାଙ୍କୁ ନିଜ ଫିଲ୍ମ ହାପି ହାର୍ଡି ଆଣ୍ଡ ହିର୍ରେ ଗୀତ ଗାଇବାକୁ ଅଫର କରିଥିଲେ।