Below header

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

mesha

ମେଷ : ଆଜି ଆପଣ କାର୍ଯ୍ୟ କ୍ଷେତ୍ରରେ ସାହାଯ୍ୟ ପାଇ ପାରିବେ। ଧ୍ୟାନ ରଖନ୍ତୁ ଭଲପାଇବା ଏବଂ ସାହାଯ୍ୟ କରିଥିବା ବ୍ୟକ୍ତିଙ୍କୁ ନିଶ୍ଚିନ୍ତ ଶୁଭେଚ୍ଛା ଜଣାନ୍ତୁ।

brushaବୃଷ : ଆଜି ଆପଣ ନୂଆ ବନ୍ଧୁ କରିପାରନ୍ତି। ଏହି ବନ୍ଧୁ ଆପଣଙ୍କୁ ଖରାପ ସମୟରେ ଆପଣଙ୍କ ସାଥ୍ ଦେବେ। ଆପଣ ଏପରି ସାଙ୍ଗ ପାଇ ମଧ୍ୟ ଖୁବ୍ ଖୁସି ହେବେ।

mithunaମିଥୁନ : ଆଜି ଆପଣ କିଛି ସମସ୍ୟା ଭିତରେ ଫସି ପାରନ୍ତି। କିନ୍ତୁ ଚିନ୍ତିତ ହୁଅନ୍ତୁ ନାହିଁ, କାରଣ ଏହି ସମୟରେ ଆପଣଙ୍କ ମିତ୍ର ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ହୋଇ ରହିବେ।

karkataକର୍କଟ : ଆଜି ଆପଣ କୌଣସି ସମସସ୍ୟାର ସମାଧାନ କରିବା ପାଇଁ ନିଜ ମିତ୍ରଙ୍କର ସାହାଯ୍ୟ ନିଅନ୍ତୁ।

singhaସିଂହ : ଆଜି ଆପଣ କୌଣସି ବଡ଼ ଉପଦେଶ ପାଇ ପାରନ୍ତି। ଏବଂ ଏହି ଉପଦେଶ ନିଶ୍ଚିନ୍ତ ଆପଣଙ୍କ କାମରେ ଲାଗିବ।

kanyaକନ୍ୟା : ଆଜି ଆପଣଙ୍କୁ ହଠାତ୍ ସାମାଜିକ ସମ୍ବନ୍ଧ ଦ୍ବାରା ବ୍ୟବସାୟିକ ଲାଭ ପାଇପାରିବେ। ଏହି ସମ୍ବନ୍ଧକୁ ଆପଣ ମଜବୁତ କରିବା ପାଇଁ ପ୍ରୟାସ ଜାରି ରଖନ୍ତୁ।

tulaaତୁଳା : ଆଜି ଆପଣ କୌଣସି ମହତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ କରିପାରନ୍ତି।

bichhaବିଛା : ଆଜି ଆପଣଙ୍କୁ ନିଜ ପରିବାର ସଦସ୍ୟ କିମ୍ବା ସାଙ୍ଗମାନେ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହିବେ। ଆପଣ ମଧ୍ୟ ସେମାନଙ୍କୁ ସହାଯ୍ୟ କରିବା ପାଇଁ ସର୍ବଦା ପ୍ରସ୍ତୁତ ହୋଇ ରୁହନ୍ତୁ।

dhanuଧନୁ : ଆଜି ଆପଣ ନିଜ ମିତ୍ରଙ୍କୁ ନିଶ୍ଚିନ୍ତ ସାହାଯ୍ୟ କରନ୍ତୁ। ଭାବି ଚିନ୍ତି ସାହାଯ୍ୟ କରନ୍ତୁ। ପରସ୍ପରଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ କରନ୍ତୁ।

makaraମକର : ର କଳହ ଠାରୁ ଦୂରେଇ ରୁହନ୍ତୁ। ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ, ନଚେତ୍ ଘରର ଶାନ୍ତି ଭଙ୍ଗ ହୋଇପାରେ। ଯଦି ଆପଣଙ୍କ ବ୍ୟବହାରରେ ସମସ୍ୟା ସୃଷ୍ଟି ହୋଇଥାଏ ତେବେ ନିଜ ବ୍ୟବହାରକୁ ବଦଳାଇବା ପାଇଁ ଚେଷ୍ଟା କରନ୍ତୁ।

kumbhaକୁମ୍ଭ : ଆଜି ଆପଣ ସାମାନ୍ୟ ନିରାଶ ରହିପାରନ୍ତି। ଭାବି ଚିନ୍ତି ନିଷ୍ପତି ନିଅନ୍ତୁ। ଆଜି ଆପଣ କୌଣସି ମହତ୍ୱପୂର୍ଣ୍ଣ ପରିସ୍ଥିତିକୁ ସହଜରେ ସାମ୍ନା କରିପାରିବେ।

minaମୀନ : ଆଜି ଆପଣ ନିଜର ମାର୍ଗ ଦର୍ଶନ ପାଇଁ କୌଣସି ବରିଷ୍ଟ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନିଅନ୍ତୁ। ଆପଣ କୌଣସି ଘଟଣାକୁ ନେଇ ଦ୍ବନ୍ଦରେ ରହିପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.