Below header

ଆଜି ମହାଶିବରାତ୍ରୀ : ଜାଣନ୍ତୁ କେମିତି କଟିବ ଆଜିର ଦିନ

mesha

ମେଷ : ବାଣୀକୁ ନିୟନ୍ତ୍ରଣରେ ରଖିବା ସହ ମନରୁ ସନ୍ଦେହ ଭାବ ଦୂର କରନ୍ତୁ । କାହାସହ ଯୁକ୍ତିତର୍କ କରନ୍ତୁ ନାହିଁ । ଭାବିଚିନ୍ତି ଧନ ନିବେଶ କରନ୍ତୁ ।

brushaବୃଷ : ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । କୋର୍ଟ କଚେରୀ ମାମଲା ଠାରୁ ଦୂରେଇ ରହନ୍ତୁ । ସୁସ୍ୱାଦୁ ଭୋଜନ କରିବେ ।

mithunaମିଥୁନ : ସୁସ୍ୱାଦୁ ଭୋଜନ କରିବେ । ମନକୁ ଆୟତ୍ତରେ ରଖନ୍ତୁ । କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ ।

karkataକର୍କଟ : ସନ୍ତାନକୁ ନେଇ ଆନନ୍ଦିତ ହେବେ । ବିଦ୍ୟାର୍ଥୀ ସଫଳତା ଅର୍ଜନ କରିବେ । ଗୃହରେ ଅଶାନ୍ତି ଦେଖାଦେବ ।

singhaସିଂହ : କର୍ମକ୍ଷେତ୍ରରେ ସଜାଗ ରହିବା ଆବଶ୍ୟକ । ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ଅନାବଶ୍ୟକ କ୍ଷେତ୍ରରେ ଖର୍ଚ୍ଚବୃଦ୍ଧି ହେବ ।

kanyaକନ୍ୟା : ଗାଡି ଚଳାଚଳରେ ସାବଧାନ ରହନ୍ତୁ । କୌଣସି ଧର୍ମ କାର‌୍ୟ୍ୟରେ ଯୋଗ ଦେଇ ପାରନ୍ତି । ଛୋଟ ଛୋଟ କଥାକୁ ନେଇ ବ୍ୟତିବ୍ୟସ୍ତତା ଦେଖାଦେବ ।

tulaaତୁଳା : ଗୁରୁଜନଙ୍କ ସହଯୋଗ ମିଳିବ । ସ୍ଥିରମନରେ ପ୍ରତ୍ୟେକ କାର‌୍ୟ୍ୟ କରନ୍ତୁ । ଶରୀର ଅସୁସ୍ଥ ରହିବ ।

bichhaବିଛା : କୁଟୁମ୍ବରେ ଆନନ୍ଦ ଦେଖାଦେବ । କର୍ମକ୍ଷେତ୍ରରେ ସଫଳତା ପାଇବେ । ବିଦ୍ୟାର୍ଥୀ ସଚେତନ ହେବା ଆବଶ୍ୟକ ।

dhanuଧନୁ : ଆୟ ମଧ୍ୟମ ରହିବ । ଶତ୍ରୁବୃଦ୍ଧି ଦେଖାଦେବ । ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ ।

makaraମକର : ଶରୀର ଅସୁସ୍ଥ ରହିବ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଗୁରୁଜନଙ୍କ ସମ୍ମାନ କରନ୍ତୁ ।

kumbhaକୁମ୍ଭ : ପେଟଜନିତ ରୋଗରେ ପୀଡିତ ହୋଇ ପାରନ୍ତି । ମାତାଙ୍କ ସମ୍ମାନ କରନ୍ତୁ । କାହାସହ ଯୁକ୍ତିତର୍କ କରନ୍ତୁ ନାହିଁ ।

minaମୀନ : ବେପାର ବାଣିଜ୍ୟ କ୍ଷେତ୍ରରେ ସଫଳତା ପାଇବେ । ପାରିବାରିକ ସମସ୍ୟା ଦୂର ହେବ । ସ୍ଥିରମନ ହୋଇ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.