Below header

ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

mesha

ମେଷ: ମାନସିକ ସ୍ଥିତି ଦୃଢ଼ ରହିବା ହେତୁ ନିଜର କାର୍ଯ୍ୟ ସ˚ପୂର୍ଣ୍ଣ କରିନେବେ। ରାଜନୀତିରେ ବଡ଼ ଓ ପ୍ରତିଷ୍ଠିତ ଲୋକଙ୍କ ସହିତ ମିଳାମିଶା ହେବ।

brushaବୃଷ: ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ନିଜର ଶକ୍ତିର ସଠିକ୍‌ ବିନିଯୋଗ କରିବେ। ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ବ୍ୟବସାୟରେ ଲାଭ କରିବା ପାଇଁ କାହାରି ସହଯୋଗ ପାଇବେ।

mithunaମିଥୁନ: ବ୍ୟବସାୟ ସମ୍ବନ୍ଧରେ ନିଷ୍ପତ୍ତି ନେବା କଠିନ ହୋଇପାରେ। ଘରକୁ ବନ୍ଧୁ ଯିବାଆସିବା ଲାଗି ରହିବ। ଅଫିସରେ ଉପରିସ୍ଥ କର୍ମଚାରୀ ଦୁର୍ବ୍ୟବହାର କରିପାରନ୍ତି।

karkataକର୍କଟ: କୌଣସି ବଡ଼ ନିଷ୍ପତ୍ତି ନେଇ ପାରନ୍ତି। ଆଇନ ମାମଲାରେ ଆଶ୍ବସ୍ତି ମିଳିବ। ଅଫିସର ବାତାବରଣ ଭଲ ରହିବ। ଆମଦାନି ପାଇଁ ସୁଯୋଗ ଆସିବ।

singhaସିଂହ: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଆତ୍ମବିଶ୍ବାସ ଅତୁଟ ରହିବ। ଆପଣ ସମସ୍ତଙ୍କୁ ସାଥୀରେ ନେଇ ଆଗକୁ ବଢ଼ିବେ। ସବୁ କାମ ସହଜରେ ସ˚ପୂର୍ଣ୍ଣ ହୋଇଯିବ। ସୁଖଦ ସମାଚାର ପାଇବେ।

kanyaକନ୍ୟା: ପଦୋନ୍ନତିର ଯୋଗ ରହିଛି। ବ୍ୟବସାୟରେ ଲାଭ ମିଳିବ। ବନ୍ଧୁଙ୍କ ପାଇଁ ବିଶେଷ ଭୂମିକା ତୁଲାଇବେ। ବ୍ୟବସାୟୀଙ୍କୁ ଲାଭ ହୋଇପାରେ। ଅଫିସରେ ଆପଣଙ୍କ କାମର ପ୍ରଶ˚ସା ହେବ।

tulaaତୁଳା: ଶରୀର ଫୂର୍ତ୍ତି ରହିବ। ମାନ-ସମ୍ମାନ ମିଳିବ। ମନରେ କୌଣସି କଥାକୁ ନେଇ ଉତ୍ସାହ ବଜାୟ ରହିବ। ଜରୁରୀ ମାମଲାରେ ବଡ଼ଙ୍କ ପରାମର୍ଶ କାମରେ ଆସିପାରେ। ଘର ପାଇଁ ଦରକାରୀ ଜିନିଷ କିଣିବେ।

bichhaବିଚ୍ଛା: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଲୋକେ ଆପଣଙ୍କ କାମର ପ୍ରଶ˚ସା କରିବେ। ବେପାର ସମ୍ବନ୍ଧରେ ଭଲ ଖବର ପାଇବେ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରଣ ହେବ।

dhanuଧନୁ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। କଳା ଓ ସାହିତ୍ୟ କ୍ଷେତ୍ରରେ ରୁଚି ବଢ଼ିବ। ଅଧୁରା ରହିଥିବା ଜରୁରୀ କାମ ସ˚ପୂର୍ଣ୍ଣ କରିବେ। ସୁସମ୍ବାଦ ପାଇବେ। ଧନଲାଭର ଅବସର ଦୃଷ୍ଟିଗୋଚର ହେବ।

makaraମକର: କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ଯାହା ବି କାମ କରିବେ ନିଶ୍ଚିତ ସଫଳତା ପାଇବେ। ପରିବାରର ସବୁ ଲୋକ ଆପଣଙ୍କ ପ୍ରତି ଖୁସି ରହିବେ। ଘରକୁ ନୂଆ ବନ୍ଧୁ ଆସିବେ।

kumbhaକୁମ୍ଭ: କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଆର୍ଥିକ ସ୍ଥିତି ଭଲ ରହିବ। ମାଆଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ସାମାଜିକ ପରିସର ବଢ଼ିପାରେ। ପରିବାରର ଆବଶ୍ୟକତା ପ୍ରତି ଗୁରୁତ୍ବ ଦିଅନ୍ତୁ।

minaମୀନ: ଦିନଟି ଭଲରେ କଟିବ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.