Below header

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

mesha

ମେଷ: ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। ନିଜକୁ ଠିକ୍ ପ୍ରମାଣିତ କରିବାରେ ସଫଳ ହେବେ। ପ୍ରିୟତମଙ୍କ ସହିତ ଭ୍ରମଣ ସୁଖଦ ରହିବ।

brushaବୃଷ: ନିତିଦିନିଆ ଜୀବନଶୈଳୀରେ ପରିବର୍ତ୍ତନ ଆଣିବେ। ବେପାରରେ ପୁରୁଣା ନିବେଶ ଅର୍ଥ ଫେରିପାଇବେ। ପରିବାରରେ ଖୁସି ବୃଦ୍ଧି ହେବ।
mithunaମିଥୁନ: ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବ। ଯେଉଁ କାମ ମନପ୍ରାଣ ଢାଳି କରିବେ ତହିଁରେ ସଫଳତା ପାଇବେ। ଜୀବନସାଥୀ ଆପଣଙ୍କୁ ପ୍ରଶ˚ସା କରିବେ।
karkataକର୍କଟ: ଅଫିସରେ ଆପଣଙ୍କୁ ଅଶାନ୍ତି ଅନୁଭବ ହୋଇପାରେ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଛାତ୍ରମାନେ ଲେଖାପଢ଼ାରେ ଅଧିକ ସମୟ ଦେବେ।

singhaସି˚ହ: ଅଧୁରା କାମ ସ˚ପୂର୍ଣ୍ଣ ହୋଇଯିବ। ଜୀବନସାଥୀ ଆପଣଙ୍କ ଉପରେ ଖୁସି ରହିବେ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ସାକ୍ଷାତ୍‌ ହେବ।
kanyaକନ୍ୟା: ଇଷ୍ଟଦେବଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। କୋର୍ଟ ସମ୍ବନ୍ଧୀୟ କାମରେ ବରିଷ୍ଠଙ୍କ ସାହାଯ୍ୟ ନେବେ। ବ୍ୟବସାୟରେ କିଛି ନୂଆ କରିବା ଲାଗି ଦିନଟି ଭଲ।
tulaaତୁଳା: ଧାର୍ମିକ ଭାବନାରେ ଅଧିକ ସମୟ ବିତିବ। ଚାକିରି ବୃତ୍ତିରେ କିଛି ପରିବର୍ତ୍ତନ ହୋଇପାରେ। ଜୀବନସାଥୀଙ୍କ ସହିତ ରାତ୍ରିଭୋଜନ ପାଇଁ ଯୋଜନା କରିବେ।
bichhaବିଛା: ମୁଣ୍ଡରେ ନୂଆ ନୂଆ ଚିନ୍ତା ଘୂରିବୁଲିବ। ଆପଣ ପରିଶ୍ରମର ସ˚ପୂର୍ଣ୍ଣ ଫଳ ପାଇବେ। ବନ୍ଧୁ ସ˚ଖ୍ୟା ବୃଦ୍ଧି ହୋଇପାରେ।

dhanuଧନୁ: କମ୍‌ କଥା କୁହନ୍ତୁ, ଲୋକଙ୍କ ନଜରରେ ଆସିବେ। ଘରୋଇ କାମ ବିନା ବାଧାରେ ସ˚ପୂର୍ଣ୍ଣ ହେବ। କୌଣସି କାମରେ ଅନ୍ୟମାନଙ୍କର ସାହାଯ୍ୟ ମିଳିବ।
makaraମକର: ଆପଣଙ୍କୁ ଆନନ୍ଦଦାୟକ ଅନୁଭୂତି ମିଳିବ। ଖାସ୍‌ କାମରେ ଲାଭ ମିଳିପାରେ। ପାରିବାରିକ ଜୀବନ ସୁଖମୟ ହେବ। ଛାତ୍ରଙ୍କର ସାଙ୍ଗ ସହିତ ମିଳାମିଶା ବଢ଼ିବ।

kumbhaକୁମ୍ଭ: ଆପଣଙ୍କର ଶକ୍ତିର ସ୍ତର ଭଲ ରହିବ। ସମାଜରେ ଉଚିତ ଆଦର ସମ୍ମାନ ପାଇବେ। ଜରୁରୀ କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ।
minaମୀନ: କୌଣସି ଖାସ୍‌ ବ୍ୟକ୍ତିଙ୍କ ଠାରୁ କିଛି ପ୍ରେରଣା ମିଳିପାରେ। ଉନ୍ନତି ପାଇଁ ନୂଆ ସାଧନ ପାଇବେ। ବ୍ୟବସାୟରେ ସବୁ କିଛି ଭଲ ହେବ। ଘରେ ସୁଖ ଶାନ୍ତି ବଜାୟ ରହିବ। ଛାତ୍ରଙ୍କୁ ପରିଶ୍ରମର ଉତ୍ତମ ପରିଣାମ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.