Below header

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

mesha

ମେଷ : ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଧର୍ମ କାର‌୍ୟ୍ୟରେ ଯୋଗ ଦେବେ । ସୁସ୍ୱାଦୁ ଭୋଜନ ସହ କର୍ମକ୍ଷେତ୍ରରେ ଉନ୍ନତି ହେବ ।

brushaବୃଷ : କୋର୍ଟକଚେରୀ ମାମଲା ଠାରୁ ଦୂରେଇ ରହନ୍ତୁ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଶରୀର ଅସୁସ୍ଥ ରହିପାରେ ।

mithunaମିଥୁନ : ପରିବାରର ସହଯୋଗ ପାଇବେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଅହଂଭାବ ତ୍ୟାଗ କରନ୍ତୁ ।

karkataକର୍କଟ : କର୍ମକ୍ଷେତ୍ରରେ ଉନ୍ନତି କରିବେ । ଗୁରୁଜନଙ୍କ ସମ୍ମାନ କରନ୍ତୁ । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ ।

singhaସିଂହ : ବିଦ୍ୟାର୍ଥୀ ସଚେତନ ରହିବା ଆବଶ୍ୟକ । ସ୍ଥିରମନ ହୋଇ ପ୍ରତ୍ୟେକ କାର‌୍ୟ୍ୟ କରନ୍ତୁ । ଆୟ ଉତ୍ତମ ରହିବ ।

kanyaକନ୍ୟା : ଭାବିଚିନ୍ତି ଧନ ନିବେଶ କରନ୍ତୁ । ମନରୁ ସନ୍ଦେହ ଭାବ ଦୂର କରନ୍ତୁ । ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ ।

tulaaତୁଳା : ମାନ ସମ୍ମାନ ପ୍ରାପ୍ତି ହେବ । ଦୂରସ୍ଥାନକୁ ଯାତ୍ରା କରିବେ । ଶତ୍ରୁ ବୃଦ୍ଧି ହେବ ।

bichhaବିଛା : ସୁସ୍ୱାଦୁ ଭୋଜନ କରିବେ । ଗାଡ଼ି ଚଳାଚଳ ବେଳେ ସାବଧାନ ରହିବା ଆବଶ୍ୟକ । ବନ୍ଧୁ ମିଳନ ହେବ ।

dhanuଧନୁ : ସ୍ୱାସ୍ଥ୍ୟ ଉତ୍ତମ ରହିବ । ଯୁକ୍ତିତର୍କ ଠାରୁ ଦୂରେଇ ରହନ୍ତୁ । ପରାକ୍ରମ କ୍ଷେତ୍ରରେ ଅସଫଳ ହେବେ ।

makaraମକର : ପେଟଜନିତ ରୋଗରେ ପୀଡ଼ିତ ହୋଇ ପାରନ୍ତି । ସନ୍ତାନକୁ ନେଇ ଆନନ୍ଦିତ ହେବେ । ଧର୍ମକାର‌୍ୟ୍ୟରେ ଯୋଗ ଦେବେ ।

kumbhaକୁମ୍ଭ : ଖର୍ଚ୍ଚ ବଢ଼ିବ । ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ପାରିବାରିକ ସମସ୍ୟା ଦେଖା ଦେଇପାରେ ।

minaମୀନ : ଧନଲାଭ ହେବ । ବେପାର ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ହେବ । ଛୋଟ ଛୋଟ କଥାକୁ ନେଇ ବ୍ୟତିବ୍ୟସ୍ତତା ଦେଖାଦେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.