Below header

ଜାଣନ୍ତୁ ଆଜି ଆପଣଙ୍କ ରାଶି

କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି। ବାଣୀରେ ମଧୁରତା ବଜାୟ ରଖନ୍ତୁ। ଲୋକଙ୍କ ହୃଦୟ ଜିତିବାରେ ସଫଳ ହେବେ। ନିର୍ଣ୍ଣୟ ନେବାର କ୍ଷମତାରୁ ପୂରା ଲାଭ ମିଳିବ। ନିଜ ଭବିଷ୍ୟତକୁ ନେଇ କିଛି ପ୍ଲାନିଂ କରିବେ। ପୁରୁଣା ସାଙ୍ଗ ଭେଟ ହୋଇପାରନ୍ତି।

ମେଷ: କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି। ବାଣୀରେ ମଧୁରତା ବଜାୟ ରଖନ୍ତୁ। ଲୋକଙ୍କ ହୃଦୟ ଜିତିବାରେ ସଫଳ ହେବେ।

ବୃଷ: ଆଜି ନିର୍ଣ୍ଣୟ ନେବାର କ୍ଷମତାରୁ ପୂରା ଲାଭ ମିଳିବ। ନିଜ ଭବିଷ୍ୟତକୁ ନେଇ କିଛି ପ୍ଲାନିଂ କରିବେ। ପୁରୁଣା ସାଙ୍ଗ ଭେଟ ହୋଇପାରନ୍ତି।

ମିଥୁନ: ଘରେ କୌଣସି ଶୁଭ ଏବଂ ମାଙ୍ଗଳିକ କାର୍ଯ୍ୟକ୍ରମ ଆୟୋଜନ ହୋଇପାରେ। କିଛି କଥାକୁ ନେଇ କର୍ମକ୍ଷେତ୍ରରେ ବିରକ୍ତି ଭାବ ପ୍ରକାଶ କରିପାରନ୍ତି।

କର୍କଟ: ଲେଣଦେଣ ମାମଲାରେ ଆପଣଙ୍କୁ ସାବଧାନ ରହିବାକୁ ହେବ। ସନ୍ତାନ ଆପଣଙ୍କ କଥାରେ ଚାଲିବେ। ଯାତ୍ରା ସମୟରେ କୌଣସି ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିପାରେ।

ସିଂହ: ଉନ୍ନତିର ନୂଆ ରାସ୍ତା ଫିଟିବ। ଆପଣଙ୍କୁ କୌଣସି ବଡ଼ ଲକ୍ଷ୍ୟ ପ୍ରାପ୍ତ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ଅଧିକାରୀ ଆପଣଙ୍କ ପ୍ରଶଂସା କରିବେ।

କନ୍ୟା: କୌଣସି ମିତ୍ର ଆପଣଙ୍କୁ ଧୋକା ଦେଇପାରନ୍ତି। ବ୍ୟବସାୟ କରୁଥିବା ଲୋକମାନେ ସତର୍କତାର ସହ କାମ କରିବା ଉଚିତ୍‌। ବିଦ୍ୟାର୍ଥୀମାନେ ଭଲ ପାଠ ପଢ଼ିବେ।

ତୁଳା: ଆପଣଙ୍କୁ ଏକାଧିକ ସ୍ରୋତରୁ ଆୟ ପ୍ରାପ୍ତି ହେବ। ଅଟକିଥିବା କାମକୁ ପୂରା କରିବାକୁ ଚେଷ୍ଟା କରିବେ। କୌଣସି ଜରୁରୀ ସୂଚନା ଅଜଣା ବ୍ୟକ୍ତିଙ୍କ ସହ ସେୟାର କରନ୍ତୁ ନାହିଁ।

ବିଛା: କୌଣସି ଶାରୀରିକ କଷ୍ଟକୁ ଅଣଦେଖା କରନ୍ତୁ ନାହିଁ। ନୂଆ ସମ୍ପତ୍ତି କିଣିବାର ସ୍ୱପ୍ନ ପୂରଣ ହେବ। ସନ୍ତାନ ତରଫରୁ କୌଣସି ଖୁସି ଖବର ମିଳିବ।

ଧନୁ: ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଦିନଟି ବହୁତ ଭଲ। କୌଣସି ପୁରୁଣା ବନ୍ଧୁଙ୍କୁ ଭେଟି ଆପଣ ଖୁସି ହେବେ। ସନ୍ତାନ ଆପଣଙ୍କ ଇଚ୍ଛା ପୂରଣ କରିପାରନ୍ତି।

ମକର: ଜୁନିୟରମାନଙ୍କ ସହ ମିଶି କାର୍ଯ୍ୟ କରିବେ। ଧନ ସମ୍ବନ୍ଧୀୟ ମାମଲାରେ ଆପଣଙ୍କୁ ସ୍ପଷ୍ଟବାଦୀ ହେବାକୁ ପଡ଼ିବ। ଆଜିର ଦିନଟି ସକାରାତ୍ମକ ପରିଣାମ ନେଇ ଆସିବ।

କୁମ୍ଭ: ବିରୋଧୀମାନଙ୍କ ପ୍ରତି ସାବଧାନ ରହିବାକୁ ପଡ଼ିବ। ପୁରୁଣା ଭୁଲ୍‌ରୁ ପରଦା ଉଠିପାରେ। ଘରକୁ ସର୍ମ୍ପକୀୟ ଆସିବା ଦ୍ୱାରା ଆପଣଙ୍କ ଧନ ଖର୍ଚ୍ଚ ହୋଇପାରେ।

ମୀନ: ପୁରୁଣା ବନ୍ଧୁଙ୍କୁ ଦୀର୍ଘ ଦିନ ପରେ ଭେଟିବେ। ବିଦ୍ୟାର୍ଥୀମାନେ ଖେଳ ପ୍ରତିଯୋଗିତାରେ ଭାଗ ନେବେ। ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.