Below header

ଆଜି ଭାଗ୍ୟ ଆପଣଙ୍କର କ’ଣ କହୁଛି

ବିଦ୍ୟାର୍ଥୀମାନେ ନିଜ ପାଠପଢ଼ା ଉପରେ ଧ୍ୟାନ ଦେବେ। ଜୀବନସାଥୀଙ୍କୁ ତାଙ୍କ କ୍ୟାରିୟରରେ ଉନ୍ନତି ହେବାର ଦେଖି ଆପଣ ଖୁସି ହେବେ। ଆପଣଙ୍କର କୌଣସି ପୁରୁଣା ଭୁଲ୍‌ ଉପରୁ ପରଦା ଉଠିପାରେ। ଆଜି ଆପଣଙ୍କୁ ନିର୍ଣ୍ଣୟ ନେବାର କ୍ଷମତାର ପୂରା ଲାଭ ମିଳିବ।

ମେଷ: ବିଦ୍ୟାର୍ଥୀମାନେ ନିଜ ପାଠପଢ଼ା ଉପରେ ଧ୍ୟାନ ଦେବେ। ଜୀବନସାଥୀଙ୍କୁ ତାଙ୍କ କ୍ୟାରିୟରରେ ଉନ୍ନତି ହେବାର ଦେଖି ଆପଣ ଖୁସି ହେବେ।

ବୃଷ: ଆପଣଙ୍କର କୌଣସି ପୁରୁଣା ଭୁଲ୍‌ ଉପରୁ ପରଦା ଉଠିପାରେ। ଆଜି ଆପଣଙ୍କୁ ନିର୍ଣ୍ଣୟ ନେବାର କ୍ଷମତାର ପୂରା ଲାଭ ମିଳିବ।

ମିଥୁନ: ଆଜି ଆପଣ ଚିନ୍ତିତ ରହିବେ। ଜୀବନସାଥୀଙ୍କ ସହଯୋଗ ଏବଂ ସାନ୍ନିଧ୍ୟ ମିଳିବ। ସନ୍ତାନ ତରଫରୁ କୌଣସି ଖୁସି ଖବର ଶୁଣିବାକୁ ମିଳିପାରେ।

କର୍କଟ: ଆଜି ଆପଣ ବ୍ୟସ୍ତ ରହିବେ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ। ସନ୍ତାନର କ୍ୟାରିୟରକୁ ନେଇ ଆପଣ ପରିଜନଙ୍କ ସହିତ କଥା ହୋଇପାରନ୍ତି।

ସିଂହ: ଆଜିର ଦିନ ଆପଣଙ୍କ ପାଇଁ ଖୁସିରେ ଭରି ରହିବ। ବିଦ୍ୟାର୍ଥୀମାନଙ୍କ ଉଚ୍ଚ ଶିକ୍ଷାର ମାର୍ଗ ପ୍ରଶସ୍ତ ହେବ। କୌଣସି ସାଙ୍ଗ ଆପଣଙ୍କୁ ଘରକୁ ଆସିପାରନ୍ତି।

କନ୍ୟା: ଆଜି ଆପଣ ସାବଧାନ ରୁହନ୍ତୁ। କାହାଠାରୁ ଧନ ଉଧାର ନିଅନ୍ତୁ ନାହିଁ। ଚାକିରି କରୁଥିବା ଲୋକେ ଅଫିସରଙ୍କଠାରୁ ଗାଳି ଶୁଣି ପାରନ୍ତି।

ତୁଳା: ଆଜିର ଦିନ ଆପଣଙ୍କ ପାଇଁ ଉନ୍ନତି ନେଇ ଆସିବ। ପିଲାଦିନର ସାଙ୍ଗ ସହିତ ଭେଟ ହେବ। ପ୍ରମୋସନ ମିଳିବା ଦ୍ୱାରା ଚାକିରିଆମାନେ ଖୁସି ହେବେ।

ବିଛା: ଆଜିର ଦିନ ଖୁସି ଖବର ନେଇ ଆସିବ। ରାଜନୀତି କରୁଥିବା ଲୋକଙ୍କୁ ସାବଧାନ ରହିବାକୁ ପଡ଼ିବ। ଆଜି ଗରିବଙ୍କ ସେବା ନିଶ୍ଚୟ କରନ୍ତୁ।

ଧନୁ: ଆଜି ଆପଣ କୌଣସି ନୂଆ ଗାଡ଼ି କିଣାକିଣି କରିପାରନ୍ତି। ପରିବାରର ମାହୋଲ ସୁଖମୟ ରହିବ। ବାଣୀରେ ମଧୁରତା ବଜାୟ ରଖନ୍ତୁ।

ମକର: ଆଜିର ଦିନଚର୍ଯ୍ୟା ପରିବର୍ତ୍ତନ କଲେ ଆପଣଙ୍କ ପାଇଁ ଭଲ ହେବ। ପଡ଼ୋଶୀଙ୍କ ସହ କଥାବାର୍ତ୍ତା ବେଳେ ଶାନ୍ତି ବଜାୟ ରଖନ୍ତୁ।

କୁମ୍ଭ: ଆଜିର ଦିନ ଫଳଦାୟକ ରହିବ। ବିଦ୍ୟାର୍ଥୀମାନଙ୍କୁ ନିଜ ପାଠପଢ଼ା ଉପରେ ଫୋକସ୍‌ ରଖିବାକୁ ହେବ। ଉଧାର ଧନ ଫେରିପାରେ।

ମୀନ: ଆଜି ଆପଣ ସମ୍ପତ୍ତି କିଣାକିଣି କରିପାରନ୍ତି। ପରିବାରେ କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହୋଇପାରେ, ଆପଣ ବ୍ୟସ୍ତ ରହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.