ରୁଷ ଉପରେ ପାଲଟା ହମଲା ପାଇଁ ପ୍ରସ୍ତୁତ ୟୁକ୍ରେନ
ରୁଷ ଉପରେ ପାଲଟା ହମଲା ପାଇଁ ପ୍ରସ୍ତୁତ ୟୁକ୍ରେନ। ଜର୍ମାନୀ ଗସ୍ତରେ କହିଛନ୍ତି ଜେଲେନ୍ସ୍କି। ବର୍ଲିନରେ ଜର୍ମାନୀ ଚାନସେଲର ଓଲାଫ ସ୍କୋଲଜଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ଜେଲେନ୍ସ୍କି କହିଛନ୍ତି, ରୁଷ ସେନା ଉପରେ ବହୁ ପ୍ରତୀକ୍ଷିତ ପାଲଟା ହମଲା ପାଇଁ ୟୁକ୍ରେନ ପାଖରେ ଯଥେଷ୍ଟ ଅସ୍ତ୍ରଶସ୍ତ୍ର ମହଜୁଦ ଅଛି।
ରୁଷ ଉପରେ ପାଲଟା ହମଲା ପାଇଁ ପ୍ରସ୍ତୁତ ୟୁକ୍ରେନ। ଜର୍ମାନୀ ଗସ୍ତରେ କହିଛନ୍ତି ଜେଲେନ୍ସ୍କି। ବର୍ଲିନରେ ଜର୍ମାନୀ ଚାନସେଲର ଓଲାଫ ସ୍କୋଲଜଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ଜେଲେନ୍ସ୍କି କହିଛନ୍ତି, ରୁଷ ସେନା ଉପରେ ବହୁ ପ୍ରତୀକ୍ଷିତ ପାଲଟା ହମଲା ପାଇଁ ୟୁକ୍ରେନ ପାଖରେ ଯଥେଷ୍ଟ ଅସ୍ତ୍ରଶସ୍ତ୍ର ମହଜୁଦ ଅଛି। ପାଲଟା ହମଲାରେ ସଫଳତା ପାଇବାକୁ ୟୁକ୍ରେନ ସୈନ୍ୟ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି। ସଫଳତାରେ ଆମେ ବିଶ୍ୱାସ କରୁ। ସତ୍ୟ ଓ ସମର୍ଥନ ଆମ ସହ ରହିଛି ବୋଲି ଜେଲେନସ୍କି କହିଛନ୍ତି।