Below header

ଆଜିର ରାଶିଫଳ: ଏହି ରାଶିର ଲୋକଙ୍କ ପାଇଁ ଦିନଟି ଅନୁକୂଳ

ଭାଗ୍ୟ ସାଥ୍‌ ଦେବ। ନିଜ ବ୍ୟବହାର ଦ୍ୱାରା ଅନ୍ୟମାନଙ୍କୁ ଆକର୍ଷିତ କରିବେ। ଚାକିରିର ଭଲ ଅଫର୍‌ ଆସିପାରେ। ଅନ୍ୟ ମାମଲାରେ ନିଜର ଦାଖଲ ଦିଅନ୍ତୁ ନାହିଁ। ଅନ୍ୟ ସହିତ କଥା ହେବା ବେଳେ ଠିକ୍‌ ଭାଷା ବ୍ୟବହାର କରନ୍ତୁ।

ମେଷ: ଆଜି ଭାଗ୍ୟ ସାଥ୍‌ ଦେବ। ନିଜ ବ୍ୟବହାର ଦ୍ୱାରା ଅନ୍ୟମାନଙ୍କୁ ଆକର୍ଷିତ କରିବେ। ଚାକିରିର ଭଲ ଅଫର୍‌ ଆସିପାରେ।

ବୃଷ: ଦିନଟି ଭଲ। ଅନ୍ୟ ମାମଲାରେ ଦାଖଲ ଦିଅନ୍ତୁ ନାହିଁ। ଅନ୍ୟ ସହିତ କଥା ହେବା ବେଳେ ଠିକ୍‌ ଭାଷା ଉପଯୋଗ କରନ୍ତୁ।

ମିଥୁନ: ଆପଣଙ୍କ ଭଲ ବ୍ୟକ୍ତିତ୍ୱ ସମାଜରେ ଆପଣଙ୍କୁ ଅଲଗା ପରିଚୟ ଦେବାରେ ସାହାଯ୍ୟ କରିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।

କର୍କଟ: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ। କାମ ଶୀଘ୍ର ସରିବ, ଯଦ୍ଦ୍ଵାରା ଆପଣଙ୍କୁ ଖୁସି ଲାଗିବ। ପୁରୁଣା ସାଙ୍ଗ ଭେଟ ହେବେ।

ସିଂହ: ଦିନଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। ଚାକିରିରେ ପ୍ରମୋଶନ ହୋଇପାରେ। ଲଭ୍‌ମେଟଙ୍କ ମଧ୍ୟରେ ସମ୍ପର୍କ ମଧୁର ହେବ।

କନ୍ୟା: ମନକୁ ନୂଆ ନୂଆ ଭାବନା ଆସିବ। ଜୀବନସାଥୀଙ୍କ ସହଯୋଗରେ ଆଜି ଆପଣଙ୍କ କାମ ସଫଳ ହେବ। ଦୂର ଅତିଥି ଘରକୁ ଆସିବେ।

ତୁଳା: ଆଜି ଆପଣ ବହୁତ ସରଳତାର ସହ ଘରର କାମ ପୂରା କରିବେ। ନିଜ ଉପରେ ଭରସା ରଖନ୍ତୁ। ଆର୍ଥିକ ପକ୍ଷ ଦୃଢ଼ ହେବ।

ବିଛା: ଆଗକୁ ବଢ଼ିବା ପାଇଁ ଆଜିର ଦିନଟି ଭଲ। ଅନେକ ଦିନରୁ ଚାଲିଥିବା ବାଧା ଆଜି ଦୂର ହେବ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ।

ଧନୁ: ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ, ଆଜିର ଦିନଟି ଭଲ। ସାଙ୍ଗମାନଙ୍କ ସହିତ ମନୋରଞ୍ଜନରେ ପଇସା ଖର୍ଚ୍ଚ କରିବେ।

ମକର: ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ଅଫିସ୍‌ରେ କୌଣସି ବଡ଼ ଦାୟିତ୍ୱ ମିଳିପାରେ। ପାର୍ଟନରଙ୍କଠାରୁ ଉପହାର ପ୍ରାପ୍ତ ହୋଇପାରେ।

କୁମ୍ଭ: ଆଜିର ଦିନ ହସଖୁସିରେ କଟିବ। କାର୍ଯ୍ୟରେ ସଫଳତା ପାଇବେ। ବ୍ୟବସାୟରେ ଧନଲାଭ ହୋଇପାରେ।

ମୀନ: ଆଜି ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହେବ। ରୋଜଗାରରେ ପରିବର୍ତ୍ତନର ସମ୍ଭାବନା ରହିଛି। ପରିବାର ସହିତ ଭଲ ସମୟ ବିତାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.