Below header

ଆଜିର ରାଶିଫଳ: ପ୍ରେମ ମାମଲାରେ ଭାଗ୍ୟବାନ୍‌ ରହିବେ; ମଉଜ, ମସ୍ତିରେ ଦିନ କଟିବ

ମାଙ୍ଗଳିକ କିମ୍ବା ସାଂସ୍କୃତିକ କାର୍ଯ୍ୟରେ ସାମିଲ ହେବେ। ପାରିବାରିକ ଦାୟିତ୍ୱ ପୂରଣ ହେବ। ଆର୍ଥିକ ପକ୍ଷ ମଜଭୁତ ହେବ। ଭାବୁକତା ଯୋଗୁ ଚିନ୍ତା ବଢ଼ିପାରେ। ବ୍ୟବସାୟିକ ପ୍ରତିଷ୍ଠା ବଢ଼ିବ।

ମେଷ: ମାଙ୍ଗଳିକ କିମ୍ବା ସାଂସ୍କୃତିକ କାର୍ଯ୍ୟରେ ସାମିଲ ହେବେ। ପାରିବାରିକ ଦାୟିତ୍ୱ ପୂରଣ ହେବ। ଆର୍ଥିକ ପକ୍ଷ ମଜଭୁତ ହେବ।

ବୃଷ: ଭାବୁକତା ଯୋଗୁ ଚିନ୍ତା ବଢ଼ିପାରେ। ଅଯଥାରେ ଚିନ୍ତାଗ୍ରସ୍ତ ରହିବେ। ବ୍ୟବସାୟିକ ପ୍ରତିଷ୍ଠା ବଢ଼ିବ।

ମିଥୁନ: ଆର୍ଥିକ ପକ୍ଷ ମଜଭୁତ ହେବ। ଅନ୍ୟଠାରୁ ସହଯୋଗ ନେବାରେ ସଫଳ ହେବେ। ଯାତ୍ରା ସ୍ଥିତି ସୁଖଦ ହେବ।

କର୍କଟ: ଶିକ୍ଷା, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। ଆର୍ଥିକ ସ୍ଥିତି ଦୃଢ଼ ହେବ।

ସିଂହ: ଘରର ମୁଖିଆଙ୍କ ସହ ବାଦ, ବିବାଦର ସ୍ଥିତି ଉପୁଜିପାରେ। ବାଣୀ ଉପରେ ସଂଯମ ରଖନ୍ତୁ। ସାମାଜିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ।

କନ୍ୟା: ଯାତ୍ରା ସ୍ଥିତି ସୁଖଦ ହେବ। ଜୀବିକା କ୍ଷେତ୍ରରେ ପ୍ରଗତି ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ। ଆର୍ଥିକ ମାମଲାରେ ପ୍ରଗତି ହେବ।

ତୁଳା: ବ୍ୟବସାୟିକ ପ୍ରୟାସ ଫଳୀଭୂତ ହେବ। ସମ୍ପର୍କ ଦୃଢ଼ ହେବ। ପାରିବାରିକ ଦାୟିତ୍ୱ ପୂରଣ ହେବ।

ବିଛା: ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସନ୍ତାନର ଦାୟିତ୍ୱ ପୂରଣ ହେବ। କୌଣସି ସମ୍ପର୍କୀୟ କିମ୍ବା ବ୍ୟକ୍ତି ଯୋଗୁ ଚିନ୍ତା ବଢ଼ିପାରେ।

ଧନୁ: ଅଯଥାରେ ଚିନ୍ତାଗ୍ରସ୍ତ ରହିବେ। ବାଦ ବିବାଦରେ ପଡ଼ନ୍ତୁ ନାହିଁ। ରଚନାତ୍ମକ କାର୍ଯ୍ୟରେ ପ୍ରଗତି ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ।

ମକର: ଉପହାର କିମ୍ବା ସମ୍ମାନରେ ବୃଦ୍ଧି ହେବ। ଜୀବିକା କ୍ଷେତ୍ରରେ ପ୍ରଗତି ହେବ। ସନ୍ତାନର ଦାୟିତ୍ୱ ପୂରଣ ହେବ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ।

କୁମ୍ଭ: ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ। ରଚନାତ୍ମକ ପ୍ରୟାସ ଫଳୀଭୂତ ହେବ। ସମ୍ପର୍କରେ ନିବିଡ଼ତା ଆସିବ।

ମୀନ: ଅନ୍ୟଠୁ ସହଯୋଗ ନେବାରେ ସଫଳ ହେବେ। ଶିକ୍ଷା, ପ୍ରତିଯୋଗିତା କ୍ଷେତ୍ରରେ ଆଶାତୀତ ସଫଳତା ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.