ଆଜିର ରାଶିଫଳ: ସନ୍ତାନ ସୁଖ ମିଳିବ, ପାରିବାରିକ ପରିବେଶ ସୁଖଦ ହେବ

ଆଜି ସନ୍ତାନ ସୁଖ ପ୍ରାପ୍ତି ହେବ। ପରିବାରର ସମସ୍ତ ଲୋକଙ୍କ ମଧ୍ୟରେ ତାଳମେଳ ବଜାୟ ରହିବ। ଆପଣ କ୍ଳାନ୍ତ ଅନୁଭବ କରିବେ। ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ। ଭଲ କମ୍ପାନୀରୁ ଚାକିରି ସୁଯୋଗ ରହିଛି। ପିଲାଙ୍କ ସହିତ ଖୁସିର ମୁହୂର୍ତ୍ତ ବିତାଇବେ।

ମେଷ: ଆଜି ସନ୍ତାନ ସୁଖ ପ୍ରାପ୍ତି ହେବ। ପରିବାରର ସମସ୍ତ ଲୋକଙ୍କ ମଧ୍ୟରେ ତାଳମେଳ ବଜାୟ ରହିବ। ଆପଣ କ୍ଳାନ୍ତ ଅନୁଭବ କରିବେ।

ବୃଷ: ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ। ଭଲ କମ୍ପାନୀରୁ ଚାକିରି ସୁଯୋଗ ରହିଛି। ପିଲାଙ୍କ ସହିତ ଖୁସିର ମୁହୂର୍ତ୍ତ ବିତାଇବେ।

ମିଥୁନ: କୌଣସି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କୁ ଭେଟିପାରନ୍ତି। କାମ ପ୍ରତି ଏକାଗ୍ରତା ବଜାୟ ରଖନ୍ତୁ। ଅଫିସରେ କିଛି ନୂଆ କାମ ଦିଆଯାଇପାରେ।

କର୍କଟ: ଆଜି ବ୍ୟସ୍ତ ରହିବେ। କୌଣସି ସମାରୋହରେ ଯିବାକୁ ମଉକା ମିଳିବ। ପାରିବାରିକ ପରିବେଶ ସୁଖଦ ହେବ। ଟିକିଏ ଭାବପ୍ରବଣ ରହିବେ।

ସିଂହ: ଆଖପାଖର ଲୋକଙ୍କଠାରୁ ସାହାଯ୍ୟ ମିଳିବ। ବ୍ୟବସାୟ କ୍ଷେତ୍ରରେ ଲାଭ ପାଇବେ। ସଫଳତା ଆପଣଙ୍କ ପାଦ ସ୍ପର୍ଶ କରିବ।

କନ୍ୟା: ସନ୍ଧ୍ୟାରେ ଜୀବନସାଥୀଙ୍କ ସହ ବୁଲିବାକୁ ଯୋଜନା କରିବେ। ଆର୍ଥିକ ସ୍ଥିତି ଦୃଢ଼ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ଧନ ଲାଭ ହୋଇପାରେ।

ତୁଳା: ଜୀବନର କୌଣସି ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ। ବ୍ୟବସାୟରେ ଉତ୍ଥାନ-ପତନର ସ୍ଥିତି ଆସିବ। ପାରିବାରିକ ଜୀବନରେ ସୁଖ ଆସିବ।

ବିଛା: ଆଜି ଆପଣଙ୍କ ପାଇଁ ଦିନଟି ଭଲ। ସାଙ୍ଗମାନଙ୍କ ସହିତ ମଉଜ ମସ୍ତିରେ ସମୟ ବିତାଇବେ। ଆଜି କୌଣସି ବଡ଼ ନିଷ୍ପତ୍ତି ନେବେ।

ଧନୁ: ଆଜିର ଦିନ ହସଖୁସିରେ କଟିବ। ନୂତନ ଉତ୍ସରୁ ଟଙ୍କା ପାଇବେ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଫିଟ୍ ରହିବେ। ଆପଣ କିଛି ଭଲ ଖବର ପାଇବେ।

ମକର: ଆଜି ଅଫିସ୍ କାର୍ଯ୍ୟ ସମାପ୍ତ କରିବାକୁ ଏକ ନୂତନ ଯୋଜନା ପ୍ରସ୍ତୁତ କରିବେ। ଆଜି ସନ୍ତାନଠାରୁ ଆପଣଙ୍କୁ ସୁଖ ମିଳିବ।

କୁମ୍ଭ: ଆଜି ଏକ ଶୁଭ ଦିନ। ଆପଣ କାର୍ଯ୍ୟକୁ ନେଇ ବହୁତ ଉତ୍ସାହିତ ରହିବେ। ସନ୍ତାନଠାରୁ ଶୁଭ ଖବର ପାଇବେ। ମନ ଖୁସି ରହିବ।

ମୀନ: ଆଜି ମନରେ ଉତ୍ସାହ ଏବଂ ଆତ୍ମବିଶ୍ୱାସ ରହିବ। ପାରିବାରିକ ଦୃଷ୍ଟିକୋଣରୁ ଦିନଟି ଭଲ। ଚାକିରିରେ ପଦୋନ୍ନତି ପାଇପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.