Below header

ଆଜି ଜାଣନ୍ତୁ କାହାର କିପରି କଟିବ ଦିନ, କାହାର ହେବ ଭାଗ୍ୟୋଦୟ

ମନ ଖୁସି ରହିବ। ଧୌର୍ଯ୍ୟଶୀଳତା ବଜାୟ ରଖିବାକୁ ପ୍ରୟାସ କରନ୍ତୁ। ଘର-ପରିବାରରେ ଧାର୍ମିକ କାର୍ଯ୍ୟ ହେବ। ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। କୌଣସି ଶୈକ୍ଷିକ କାର୍ଯ୍ୟ ପାଇଁ ଯାତ୍ରାରେ ଯାଇପାରନ୍ତି। ଦିନଚର୍ଯ୍ୟା ଅବ୍ୟବସ୍ଥିତ ହୋଇପାରେ। ମିତ୍ରଙ୍କ ସହଯୋଗ ମିଳିବ।

ମେଷ: ମନ ଖୁସି ରହିବ। ଧୌର୍ଯ୍ୟଶୀଳତା ବଜାୟ ରଖିବାକୁ ପ୍ରୟାସ କରନ୍ତୁ। ଘର-ପରିବାରରେ ଧାର୍ମିକ କାର୍ଯ୍ୟ ହେବ। ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ।

ବୃଷ: କୌଣସି ଶୈକ୍ଷିକ କାର୍ଯ୍ୟ ପାଇଁ ଯାତ୍ରାରେ ଯାଇପାରନ୍ତି। ଦିନଚର୍ଯ୍ୟା ଅବ୍ୟବସ୍ଥିତ ହୋଇପାରେ। ମିତ୍ରଙ୍କ ସହଯୋଗ ମିଳିବ।

ମିଥୁନ: ଚାକିରିରେ ଉନ୍ନତିର ଅବସର ମିଳିପାରେ, କିନ୍ତୁ ସ୍ଥାନ ପରିବର୍ତ୍ତନର ସମ୍ଭାବନା ରହିଛି। ଧାର୍ମିକ ସଙ୍ଗୀତ ପ୍ରତି ରୁଚି ବଢ଼ିପାରେ।

କର୍କଟ: ଚାକିରିରେ ଉନ୍ନତିର ମାର୍ଗ ପ୍ରଶସ୍ତ ହେବ। ମାନ, ସମ୍ମାନ ପାଇବେ। ଆୟ ବୃଦ୍ଧି ହେବ। ଘରେ ଧାର୍ମିକ କାର୍ଯ୍ୟ ହେବ। ପରିବାରର ସାଥ୍‌ ମିଳିବ।

ସିଂହ: ପରିବାରରେ ଧାର୍ମିକ କାର୍ଯ୍ୟ ହୋଇପାରେ। ମିତ୍ରଙ୍କ ସହଯୋଗ ମିଳିବ। ମନରେ ଶାନ୍ତି ଏବଂ ପ୍ରସନ୍ନ ରହିବ। କାରବାରରେ ସୁଧାର ଆସିବ।

କନ୍ୟା: ବୌଦ୍ଧିକ କାର୍ଯ୍ୟ ଦ୍ୱାରା ଆୟ ବୃଦ୍ଧି ହେବ। କୌଣସି ସାଙ୍ଗ ସହିତ ଯାତ୍ରାରେ ଯାଇପାରନ୍ତି। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ପରିଶ୍ରମ ଅଧିକ କରିବେ।

ତୁଳା: ଆଶା, ନିରାଶାର ଭାବ ମନରେ ରହିବ। କାରବାର ଉପରେ ଧ୍ୟାନ ଦିଅନ୍ତୁ। ଚାକିରିର ଅବସର ମିଳିପାରେ। ଆଳସ୍ୟ ଅଧିକ ରହିବ।

ବିଛା: ପଠନରେ ରୁଚି ବଢ଼ିବ। ଶୈକ୍ଷିକ କାର୍ଯ୍ୟରେ ସୁଖଦ ପରିଣାମ ମିଳିବ। ଭୌତିକ ସୁଖ ବୃଦ୍ଧି ହେବ। ଅଯଥା ଖର୍ଚ୍ଚ ବଢ଼ିବ। ଭବନ ସୁଖ ବଢ଼ିବ।

ଧନୁ: ମନ ବ୍ୟଗ୍ରତ ହୋଇପାରେ। ବ୍ୟବସାୟରେ ପରିବର୍ତ୍ତନର ସମ୍ଭାବନା ରହିଛି। ବାଣୀର ପ୍ରଭାବ ରହିବ। ସାଙ୍ଗଠାରୁ ସହଯୋଗ ପାଇବେ।

ମକର: କ୍ରୋଧଠାରୁ ଦୂରେଇ ରୁହନ୍ତୁ। ପାରିବାରିକ ଜୀବନ କଷ୍ଟମୟ ହୋଇପାରେ। ସଂଯତ ରୁହନ୍ତୁ। ମା’ଙ୍କ ସାଥ୍‌ ମିଳିବ। ଶୈକ୍ଷିକ କାର୍ଯ୍ୟରେ ସୁଧାର ହେବ।

କୁମ୍ଭ: ଆତ୍ମସଂଯତ ରୁହନ୍ତୁ। ଚାକିରିରେ ଅଧିକାରୀମାନଙ୍କ ସହଯୋଗ ପାଇବେ। ପରିବାରରେ ଶାନ୍ତି ବଜାୟ ରଖିବାକୁ ପ୍ରୟାସ କରନ୍ତୁ।

ମୀନ: କଥାବାର୍ତ୍ତାରେ ସଂଯତ ରୁହନ୍ତୁ। ଅଯଥା ଝଗଡ଼ାଠାରୁ ଦୂରେଇ ରୁହନ୍ତୁ। ବ୍ୟବସାୟରେ ସୁଧାର ହେବ। ଯାତ୍ରା ଲାଭ ରହିବ। ଖୁସି ଖବର ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.