Below header

ଆଜି ଆପଣଙ୍କ ରାଶି କ’ଣ କହୁଛି, ଜାଣନ୍ତୁ ଭାଗ୍ୟଫଳ

ସୃଜନ, ନିର୍ମାଣ, ଅନୁସନ୍ଧାନ ଆଦି ଦିଗରେ ସଫଳତା ମିଳିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ । ପ୍ରେମ ବ୍ୟାପାର ଦେଖିଲେ ଆପଣଙ୍କ ପାଇଁ ଦିନଟି ମିଶ୍ରିତ ହେବ ।

ମେଷ: ସୃଜନ, ନିର୍ମାଣ, ଅନୁସନ୍ଧାନ ଆଦି ଦିଗରେ ସଫଳତା ମିଳିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ । ପ୍ରେମ ବ୍ୟାପାର ଦେଖିଲେ ଆପଣଙ୍କ ପାଇଁ ଦିନଟି ମିଶ୍ରିତ ହେବ ।

ବୃଷ: ଆଜି ଭାବିଥିବା କାମ ପୂରା ହେବ। ଆଖପାଖ ଲୋକଙ୍କଠାରୁ ସହଯୋଗ ମିଳିବ। ମା’, ବାପାଙ୍କର ଆଶୀର୍ବାଦ ପ୍ରାପ୍ତ ହେବ। ମନୋବଳ ବୃଦ୍ଧି ପାଇବ।

ମିଥୁନ: ଆଜି ଅଫିସ୍‌ରେ ଅଧିକ କାମ ହେତୁ ଘରେ ଡେରିରେ ପହଞ୍ଚିବେ। ସାଙ୍ଗମାନଙ୍କ ସହିତ ବାହାରକୁ ଯିବାକୁ ଯୋଜନା କରିବେ।

କର୍କଟ: ନିଜ ଦାୟିତ୍ୱକୁ ଆଜି ସଫଳତାର ସହ ତୁଲାଇବେ। ବ୍ୟବସାୟ ପାଇଁ ଧନଲାଭର ଯୋଗ ରହିଛି। ଆପଣ ଘର ପାଇଁ ନୂଆ ଜିନିଷ କିଣିବେ।

ସିଂହ: ଆଜି ଭାଗ୍ୟ ସମର୍ଥନ କରିବ। ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ଯୋଜନା ଫଳପ୍ରଦ ହେବ। ଘରର ମାହୋଲ ବହୁତ ଭଲ ରହିବ।

କନ୍ୟା: କ୍ୟାରିୟରରେ ସଫଳତା ମିଳିବ। ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ପରିବାରର ସୁଖ, ସୌଭାଗ୍ୟ ବଢ଼ିବ। ଆଜି ଆଳସ୍ୟ ଅନୁଭବ କରିବେ।

ତୁଳା: ଆଜି କିଛି ନୂଆ କଥା ଶିଖିବାକୁ ମିଳିବ। ସାହିତ୍ୟକମାନଙ୍କୁ ଖୁସି ଖବର ମିଳିପାରେ। ପରିବାର ଲୋକଙ୍କ ସହିତ ଖୁସିର ମୁହୂର୍ତ୍ତ ବିତାଇବେ।

ବିଛା: ଆଜି ସମାଜରେ ଆପଣଙ୍କୁ ଲୋକେ ପ୍ରଶଂସା କରିବେ। କୋର୍ଟ, କଚେରୀ ମାମଲାରେ ବିଜୟ ହାସଲ କରିବେ। ବ୍ୟବସାୟରେ ଲାଭବାନ ହେବେ।

ଧନୁ: ଆଧ୍ୟାତ୍ମିକତା ପ୍ରତି ରୁଚି ବଢ଼ିବ। କାର୍ଯ୍ୟକ୍ଷେତ୍ର ବରିଷ୍ଠଙ୍କ ସହଯୋଗ ମିଳିବ। ଆର୍ଥିକ ଲାଭ ମିଳିବ। ଆଜି ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିବ।

ମକର: ପୁରୁଣା କଥାକୁ ଧରି ବସନ୍ତୁ ନାହିଁ। ଛୋଟ ଛୋଟ କଥାରେ ରାଗିବା ଦ୍ୱାରା ଲୋକେ ବିରୋଧ କରିପାରନ୍ତି। ମା’, ବାପାଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିବ।

କୁମ୍ଭ: ଆଜି ଆପଣଙ୍କ ବ୍ୟକ୍ତିତ୍ୱ ଫୁଟି ଉଠିବ। ଘରକୁ ଅତିଥି ଆସିପାରନ୍ତି, ଯଦ୍ଦ୍ଵାରା ଘରର ପରିବେଶ ସୁଖମୟ ହେବ। ଘରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ରହିବ।

ମୀନ: ଆଜି ଆପଣଙ୍କ ଦିନ ଖୁସିରେ ଭରିଯିବ। ଶୈକ୍ଷିକ କାର୍ଯ୍ୟରେ ଆପଣଙ୍କ ମନ ଲାଗିବ। ରାଜନୀତି ସହ ଜଡ଼ିତ ଲୋକଙ୍କୁ ସଫଳତା ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.