Below header

ଉଚ୍ଚ ରକ୍ତଚାପ ପାଇଁ ବରଦାନ ସଜନା ତେଲ, ଏମିତି କରନ୍ତୁ ବ୍ଯବହାର

ସଜନା ପତ୍ର ହେଉ ଅବା ଛୁଇଁ ସବୁଥିରେ ଅନେକ ଔଷଧୀୟ ଗୁଣ ଭରି ରହିଥାଏ। ଏହା ଖାଇବା ଦ୍ବାରା ଅନେକ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ। କେବଳ ଭାରତ ନୁହେଁ ଭାରତରେ ବାହାରେ ମଧ୍ୟ ଏହା ମିଳିଥାଏ। ସଜନା ତେଲ ଶରୀର ପାଇଁ ବେଶ୍ ଫାଇଦାଯୁକ୍ତ, ତାହା ଆପଣ ଜାଣିଛନ୍ତି କି ?

ସଜନା ତେଲ ଶରୀର ପାଇଁ ବେଶ ଗୁଣକାରୀ। ଅନେକ ରୋଗ ପାଇଁ ବରଦାନ ସଜନା ତେଲ। ସଜନା ପତ୍ରରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିଫଙ୍ଗଲ ଗୁଣ ଏବଂ ଆଣ୍ଟିବ୍ଯାକ୍ଟରିଆଲ ଗୁଣ ରହିଥାଏ। ଯାହା ତ୍ବଚା ସଂକ୍ରମଣ, ସନବର୍ନ ଏବଂ ପ୍ରଦୂଷଣରୁ ରକ୍ଷା କରିଥାଏ। ବେକରେ ସଜନା ମଞ୍ଜି ତେଲ ମାଲିସ କରିବାର ଦ୍ବାରା ଆରାମ ମିଳିଥାଏ। ଏଥିରେ ଭିଟାମିନ-ଏ ଏବଂ ଆଇରନ ଗୁଣ ମଧ୍ୟ ରହିଥାଏ। ଏହା ମୁହଁର ସବୁ ଦାଗ ମଧ୍ୟ ଦୂର କରିଥାଏ।

sajana tela

ସଜନା ତେଲ ଖାଇବା ଦ୍ବାରା ଉଚ୍ଚ ରକ୍ତଚାପ କଣ୍ଟ୍ରୋଲରେ ରହିଥାଏ। ଏଥିରେ ଅନେକ ଗୁଣକାରୀ ତତ୍ତ୍ବ ରହିଥାଏ, ଯାହା ଫ୍ରି ରାଡିକିଲ୍ସକୁ କମ୍ କରିବାରେ ସହାୟକ ହୋଇଥାଏ।

ସଜନା ତେଲରେ ଭିଟାମିନି-ସି ଭରପୂର ମାତ୍ରାରେ ରହିଥାଏ। ଏଥିରେ ଇମ୍ଯୁନୋମୋଡ୍ଯୁଲେଟରର୍ସ ରହିଛି, ଯାହା ଇମ୍ଯୁନ ସିଷ୍ଟମକୁ ମଜବୁତ କରିଥାଏ। ତେଣୁ ଖାଦ୍ଯରେ ଏହାକୁ ବ୍ଯବହାର କରିବା ଶରୀର ପାଇଁ ଲାଭକାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.