Below header

ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିବର୍ତ୍ତନ କରିବ ସୋରିଷର ଏହି ଉପାୟ, ଥରେ ଆପଣେଇ ଦେଖନ୍ତୁ

ସମସ୍ତଙ୍କର ସ୍ୱପ୍ନ ଏବଂ ଇଚ୍ଛା ଥାଏ ଯେ ସେମାନଙ୍କ ଜୀବନ ବିନା କୌଣସି ସମସ୍ୟାରେ ସହଜରେ ଅତିବାହିତ ହେଉ କିନ୍ତୁ ଏପରି କେବେବି ହୋଇନଥାଏ। ଅନେକ ଲୋକ ଏମିତି ଅଛନ୍ତି ଯେଉଁମାନଙ୍କର ଦୁର୍ଭାଗ୍ୟ ସେମାନଙ୍କ ପାଖ ଛାଡିନଥାନ୍ତି ଏବଂ ସମସ୍ୟା ସବୁବେଳେ ଲାଗିକି ରହିଥାଏ। ଏଥିପାଇଁ ବ୍ୟକ୍ତିଙ୍କ ପାଇଁ ବହୁତ କାମିକା ହୋଇଥାଏ ଏହି ଉପାୟ। ଆଜି ଆମେ ଆପଣଙ୍କୁ ଆପଣଙ୍କୁ ଦୁର୍ଭାଗ୍ୟକୁ ସୌଭାଗ୍ୟରେ ବଦଳାଇବାର ଉପାୟ ଜଣାଇବୁ। ଏହି ଉପାୟ ଆପଣଙ୍କର ଦୁର୍ଭାଗ୍ୟକୁ ଦୂର କରିବା ସହିତ ଆପଣଙ୍କୁ ଋଣ ମୁକ୍ତ ମଧ୍ୟ କରିବାରେ ସାହାଯ୍ୟ କରିଥାଏ। ତେବେ ଆସନ୍ତୁ ଜାଣିବା ସୋରିଷର ଏହି ଉପାୟ ବିଷୟରେ।

ଦୁର୍ଭାଗ୍ୟ ଦୂର କରିବା ପାଇଁ

mustardଏକ ପାଣି ଭର୍ତ୍ତି ପାତ୍ରରେ ସୋରିଷର ପତ୍ରକୁ ପକାଇ ଏହାର ଜଳକୁ ଅଭିମନ୍ତ୍ରିତ କରି ଯେଉଁ ବ୍ୟକ୍ତିଙ୍କୁ ସ୍ନାନ କରିବାକୁ ଦିଆଯାଏ ତାଙ୍କର ଦରିଦ୍ରତା ଏବଂ ରୋଗ ନଷ୍ଟ ହୋଇଯାଇଥାଏ।

ଋଣରୁ ମୁକ୍ତି ପାଇବା ପାଇଁ

mustard flowerବହୁତ ଲୋକ ଋଣ ପାଇଁ ଚିନ୍ତାରେ ଅଛନ୍ତି। ଋଣରୁ ମୁକ୍ତି ପାଇବା ପାଇଁ ଦୁଇ ମୁଠା କଳା ସୋରିଷ ନିଅନ୍ତୁ। ଚଉଁରା ପୂର୍ବ ଦିଗ ଆଡକୁ ମୁଁ ରଖି ଡାହାଣ ହାତର ସୋରିଷକୁ ବାମ ଆଡକୁ ଏବଂ ବାମ ହାତର ସୋରିଷକୁ ଡାହାଣ ଦିଗ ଆଡକୁ ଫୋପାଡି ଦିଅନ୍ତୁ। ସୋରିଷ ଫୋପାଡିବା ପରେ ସୋରିଷ ତେଲ ପକାଇ ଦୁଇମୁଖା ମାଟି ଦୀପ ଜଳାଇବା ଉଚିତ। କୁହାଯାଏ ଯେ ଏହି ଉପାୟକୁ ପ୍ରଥମ ଶନିବାର କିମ୍ବା ଅମାବାସ୍ୟା ଦିନ କରିବା ଦ୍ୱାରା ଏହା ଲାଭକାରୀ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.