Below header

ଅନାବଶ୍ୟକ କେଶରୁ ମୁକ୍ତି ଦେଵ ଏହି ପଥର, ଆପଣାନ୍ତୁ ପୁରୁଣା ଯୁଗର ଅଦ୍ଭୁତ ଉପାୟ

ମହିଳାମାନେ ଅନାବଶ୍ୟକ କେଶ ଯୋଗୁ ଚିନ୍ତାରେ ରହିଥାନ୍ତି । ଏଥିରୁ ମୁକ୍ତି ପାଇବା ପାଇଁ ବଜାରରେ ମିଳୁଥିବା ହେୟାର ରିମୁଭାଲ କ୍ରିମ ଉପରେ ଭରସା କରନ୍ତି । କିନ୍ତୁ ଏଥିରୁ ଯଦି ଆପଣ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ପୁରୁଣା ଯୁଗର ଉପାୟ ଆପଣାଇବାକୁ ପଡିବ । ଯାହା ଆପଣ ବଦ ଖର୍ଚ୍ଚରୁ ମୁକ୍ତି ଦେବ । ପ୍ୟୁମିକ ଷ୍ଟୋନ ସାହାଯ୍ୟରେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।

leg

  • ଏହାକୁ ବ୍ୟବହାର କରିବା ପାଇଁ ପ୍ରଥମେ ଆପଣ ହାତ ଏବଂ ଗୋଡ଼ରେ ବଡି ୱାଶ ଲଗାଇ ଅଳ୍ପ ଉଷୁମ ଗରମ ପାଣିରେ ଧୋଇଦିଅନ୍ତୁ ।
  • ଏହାପରେ ଏକ ପତ୍ରରେ ଅଳ୍ପ ଗରମ ପାଣି ନେଇ ତେଲ, ଅଲିଭ ତେଲ କିମ୍ବା ସୋରିଷ ତେଲ ପକାଇ ପ୍ୟୁମିକ ଷ୍ଟୋନକୁ ବୁଡାଇ ରଖନ୍ତୁ ।
  • 10 ମିନିଟ ପରେ ପୁଣି ତ୍ୱଚାରେ ହାଲ୍କା ଭାବେ ବଡି ୱାଶ ଲଗାନ୍ତୁ । ଏହାପରେ ପ୍ୟୁମିକ ଷ୍ଟୋନ ସାହାଯ୍ୟରେ ତ୍ୱଚାକୁ ରଗଡ଼ନ୍ତୁ ଧ୍ୟାନରେ ରଖନ୍ତୁ ।
  • stone
  • ଅଧିକ ଜୋରରେ ରଗାଡିବେ ନାହିଁ । ଏହି ପ୍ରକ୍ରିୟାକୁ କିଛି ଦିନ ପରେ ପୁଣି କରନ୍ତୁ ଏହାକୁ ମାସକୁ 3 ଥର କରନ୍ତୁ । ଗୋଟେ ଥରରେ ଅନାବଶ୍ୟକ କେଶ ଯିବ ନାହିଁ।
  • ଲଗାତାର ପ୍ୟୁମିକ ଷ୍ଟୋନର ବ୍ୟବହାର କରିବା ଦ୍ୱାରା ସବୁଦିନ ପାଇଁ ଅନାବଶ୍ୟକ କେଶରୁ ମୁକ୍ତି ପାଇପାରିବେ । ମନେ ରଖନ୍ତୁ ଏହାକୁ କେବେ ବି ଭୁଲରେ ମୁହଁରେ ପ୍ରୟୋଗ କରନ୍ତୁ ନାହିଁ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.