ୟୁକେର ସାଧାରଣ ନିର୍ବାଚନରେ ବାଜିମାରିଲେ ବୋରିସ୍‌ ଜନସନ୍‌

ୟୁକେର ସାଧାରଣ ନିର୍ବାଚନରେ ବାଜିମାରିଲେ ବୋରିସ୍‌ ଜନସନ୍‌। ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ ବହୁମତ ହାସଲ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ଭାରତ-ବ୍ରିଟେନ୍‌ ସଂପର୍କକୁ ମଜଭୁତ କରିବା ଏବଂ ମିଶି କାମ କରିବାକୁ ଇଚ୍ଛୁକ ଥିବା କହିଛନ୍ତି ପିଏମ୍‌ ମୋଦି। କନଜରଭେଟିଭ ପାର୍ଟିର ବୋରିସ ଜନସନ୍‌ ଓ ଲେବର ପାର୍ଟିର ଜେରମି କୋରବିନ୍‌ ମଧ୍ୟରେ ଜୋରଦାର ଲଢେଇ ହୋଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.