Below header

ମରକ୍କୋରେ ମର୍ମନ୍ତୁଦ ବସ୍‌ ଦୁର୍ଘଟଣା, ୨୪ ମୃତ

ମରକ୍କୋରେ ମର୍ମନ୍ତୁଦ ବସ୍‌ ଦୁର୍ଘଟଣାରେ ୨୪ ମୃତ । ଯାତ୍ରୀବାହୀ ବସ୍‌ଟି ହଠାତ୍‌ ଓଲଟି ପଡିବାରୁ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା କେମିତି ହେଲା ପୋଲିସ ଯାଞ୍ଚ କରୁଛି ।

ମଧ୍ୟ ମରକ୍କୋରେ ମର୍ମନ୍ତୁଦ ବସ୍‌ ଦୁର୍ଘଟଣାରେ ୨୪ ଜଣଙ୍କର ମୃତ୍ୟୁ ହୋଇଛି । ଚଳିତବର୍ଷ ଦେଶର ବଡ ଦୁର୍ଘଟଣା ବୋଲି କୁହାଯାଉି ।

ମରକ୍କୋର ଅଧିକାରକ ନ୍ୟୁଜ ଏଜେନ୍ସୀ ଏମଏପି ମୁତାବକ, ଯାତ୍ରୀବାହୀ ବସଟି ହଠାତ୍‌ ଓଲଟିଯିବା ଯୋଗୁଁ ଏଭଳି ଦୁର୍ଘଟଣା ହୋଇଥିଲା । ବସ୍‌ ଡେମନାଟେକୁ ଯାଉଥିଲା । ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ତେବେ ଦୁର୍ଘଟଣାର ପ୍ରକୃତ କାରଣ ଖୋଜାଚାଲିଛି ।

ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟରେ କାସାବ୍ଲୋକାରେ ବସ୍‌ ଦୁର୍ଘଟଣା ହୋଇ ୨୩ ଜଣଙ୍କର ଜୀବନ ଚାଲିଯାଇଥିଲା । ଏହା ପୂର୍ବରୁ ୨୦୧୫ରେ ଏକ ଟ୍ରେଲ ଟ୍ରକ ଏବଂ ବସ୍‌ ଧକ୍କା ହେବା ଫଳରେ ୩୩ ଜଣ ଲୋକ ମରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.