ଆକ୍ସିଡେଣ୍ଟ ହୋଇଗଲେ ଚିନ୍ତା କରନ୍ତୁ ନାହିଁ, ନଫସିବା ପାଇଁ ତୁରନ୍ତ କରନ୍ତୁ ଏହି କାମ
ରାସ୍ତାରେ ଯିବା ସମୟରେ କେତେବେଳେ ଯେ କେଉଁ ଦୁର୍ଘଟଣା ଘଟିଯାଏ ତାହା କାହାକୁ ଜଣାନଥାଏ। ଏମିତିରେ ଅନେକ ଜଣ ଅଜାଣତରେ ଆକ୍ସିଡେଣ୍ଟର ମଧ୍ୟ ଶିକାର ହୋଇଯାନ୍ତି। ତେଣିକି ତାଙ୍କ ଦୋଷ ଥାଉ ଅବା ନଥାଉ। କିନ୍ତୁ ପରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଏମିତିକି ଜେଲ ଚକ୍କର ନେବାକୁ ପଡେ।…