Below header

ଆନ୍ଧ୍ରରେ ଓଡିଶା ବସ୍‌ ଦୁର୍ଘଟଣାଗ୍ରସ୍ତ, ୪୭ ଆହତ

ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ ନିକଟରେ ଦୁର୍ଘଟଣା ବସ ଦୁର୍ଘଟଣା ହୋଇଛି। ଏହି ବସ୍‌ ଓଡିଶାରୁ ଦାଦନ ଶ୍ରମିକ ନେଇ କେରଳ ଯାଉଥିଲା। ଏନଏଚ ୫ ରଣସରନ ନିକଟରେ ଟ୍ରକକୁ ଧକ୍କା ଦେଲା ବସ୍‌। ବସ୍‌ରେ ଥିବା ୪୭ ଜଣ ଆହତ ହୋଇଛନ୍ତି। ଏହାଛଡା ୩୩ ଜଣ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.