Below header

ବଜେଟରେ ସମ୍ଭାବନା, ବର୍ତ୍ତମାନ ଆୟକର ଛାଡ ସୀମା ୨ ଲକ୍ଷ ୫୦ ହଜାର ଟଙ୍କା

ଆସନ୍ତାକାଲି ଲୋକସଭାରେ ଉପସ୍ଥାପନ ହେବ ବଜେଟ୍‌। ସବୁଥର ଭଳି ଏଥର ସମସ୍ତଙ୍କ ନଜରରେ ରହିଛି, ଆୟକର ଛାଡ ସୀମା ବଢିବ ନା ନାହିଁ। ବର୍ତ୍ତମାନ ଆୟକର ଛାଡ ସୀମା ୨ ଲକ୍ଷ ୫୦ ହଜାର ଟଙ୍କା ରହିଛି। ଅନୁମାନ କରାଯାଉଛି ଏହା ୩ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇ ପାରେ। ଲୋକଙ୍କ ପାଖରେ କ୍ରୟ ଶକ୍ତି ବଢାଇ ଉଦ୍ଦେଶ୍ୟରେ ଆୟକର ଛାଡ ସୀମା ବଢାଇପାରନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସଞ୍ଚୟ ଓ ନିବେଶ ନେଇ 80 CCରେ ଥିବା ଛାଡ ସୀମା ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। ବର୍ତ୍ତମାନ ଦେଢ଼ ଲକ୍ଷ ଟଙ୍କା ଯାଏ ଛାଡ ସୀମା ରହିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.