ମଧ୍ୟବିତ୍ତ ବର୍ଗଙ୍କ ପାଇଁ ଶୀଘ୍ର GST ରିହାତି: ଶସ୍ତା ହେବ ଟୁଥପେଷ୍ଟ, ଜୋତା, ପୋଷାକ
ସାଧାରଣ ଲୋକଙ୍କ ଦ୍ୱାରା ବ୍ୟବହୃତ ଜିନିଷଗୁଡ଼ିକ ଖୁବ୍ ଶୀଘ୍ର ଶସ୍ତା ହୋଇପାରେ । କାହିଁକି ନା ଚଳିତ ବର୍ଷ ଆରମ୍ଭରେ ଆୟକରରେ ଅନେକ ରିହାତି ଦେବା ପରେ, କେନ୍ଦ୍ର ସରକାର ଏବେ ସାମଗ୍ରୀ ଏବଂ ସେବା ଟିକସ ( GST ) ହ୍ରାସ କରି ମଧ୍ୟବିତ୍ତ ଏବଂ ନିମ୍ନ ଆୟକାରୀ ପରିବାରକୁ ଆଶ୍ୱସ୍ତି ଦେବାକୁ…