Below header

ବରିଷ୍ଠ ନାଗରିକଙ୍କ ପାଇଁ ଆୟକର ଆଶ୍ୱସ୍ତି: ୭୫ ବର୍ଷରୁ ଊର୍ଦ୍ଧ୍ୱ ଦେବେ ନାହିଁ ଇନକମ୍‌ ଟ୍ୟାକ୍ସ

ନୂଆଦିଲ୍ଲୀ: ଆୟକର ସ୍ଲାବ ଅପରିବର୍ତ୍ତିତ । ବରିଷ୍ଠ ନାଗରିକଙ୍କ ପାଇଁ ଆୟକର ଆଶ୍ୱସ୍ତି । ୭୫ ବର୍ଷରୁ ଊର୍ଦ୍ଧ୍ୱ ଦେବେ ନାହିଁ ଇନକମ୍‌ ଟ୍ୟାକ୍ସ । ୭୫ ବର୍ଷରୁ ଊର୍ଦ୍ଧ୍ୱ ପେନ୍‌ସନ୍‌ଧାରୀ ଦେବେ ନାହିଁ ଇନ୍‌କମ୍‌ ଟ୍ୟାକ୍ସ ।

ଛୋଟ କର ଦାତାଙ୍କୁ ବୋଝ କମ୍‌ ପଡିବ । ଟ୍ୟାକ୍ସ ଅଡିଟ୍‌ ସୀମା ୫ କୋଟିରୁ ୧୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ୩୦ ହଜାର କୋଟି ଟଙ୍କାର ରହିବ ଏମରଜେନ୍ସି ଫଣ୍ଡ । ୨୦୨୦-୨୧ରେ ଏମରଜେନ୍ସି ଫଣ୍ଡ ଥିଲା ୯.୫ ପ୍ରତିଶତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.