ଏପଟେ ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନ କରୁଥିବା ବେଳେ ସେପଟେ ମୁଣ୍ଡରେ ହାତ ଦେଇ ବସିଛନ୍ତି ରାହୁଲ ଗାନ୍ଧୀ; ଦେଖନ୍ତୁ ଭାଇରାଲ ଫଟୋ
ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହା ପରେ ସୋସିଆଲ ମିଡିଆରେ ମିମ୍ସ ଓ ଜୋକ୍ସ ପ୍ରବଳ ଭାଇରାଲ ହେଉଛି। ଇତିମଧ୍ୟରେ ରାହୁଲ ଗାନ୍ଧୀଙ୍କର ଏକ ଫଟୋ ଭାଇରାଲ ହେଉଛି। ଏହି ଫଟୋରେ ସେ ମୁଣ୍ଡରେ ହାତ ଦେଇ ବସିଥିବା ଦେଖିବାକୁ ମିଳିଛି। ଏହା ଦେଖି ଲୋକମାନେ ତାଙ୍କର ମଧ୍ୟ ମଜାକ୍ ଉଡ଼ାଉଥିବା ଦେଖାଯାଇଛି।
ଦେଖନ୍ତୁ କେତେକ ମିମ୍ସ:
ରାହୁଲ ମୁଣ୍ଡରେ ହାତ ଦେଇ ବସିଥିବା ଦେଖି ଜଣେ ଟ୍ଵିଟର ୟୁଜର ଲେଖିଛନ୍ତି, ‘କମର୍ସ ଛାତ୍ର ବିଜ୍ଞାନ ଛାତ୍ରଙ୍କୁ ବଜେଟ୍ ବୁଝାଉଛନ୍ତି’।
#Budget2021#NirmalaSitharaman
commerce students explaining the budget to science students pic.twitter.com/V04in7aO8a— Sonal khattar (@typosahead) February 1, 2021
ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ‘ବିଜ୍ଞାନ ଛାତ୍ର ବଜେଟ୍ ଦେଖିବା ପରେ’।
Science student after watching #Budget2021:-#NirmalaSitharaman pic.twitter.com/TfB6xGWM2R
— Navin tiwari (@Tweet2navin_) February 1, 2021
*Middle class people to #NirmalaSitharaman *#Budget2021 pic.twitter.com/9b6NYYHydU
— Tweetera🐦 (@DoctorrSays) February 1, 2021
#NirmalaSitharaman presenting #Budget2021
– pic.twitter.com/KEabaiohHr— Waghmare Sanghajyothi (@sanghajyothi) February 1, 2021
When parents start calculating money spent on your education.#Budget2021 #NirmalaSitharaman pic.twitter.com/UQYAIYlQPL
— Abhiraj Singh (@Abhiraj53251566) February 1, 2021
Govt to middle classafter winning elections- pic.twitter.com/phqkOP1gWa
— Kanupriya (@kanupriiya) February 1, 2021
Did he just sleep 😂 pic.twitter.com/EMsDd5BJVq
— Saloni Gaur (@salonayyy) February 1, 2021
Did he just sleep 😂 pic.twitter.com/EMsDd5BJVq
— Saloni Gaur (@salonayyy) February 1, 2021