୨୦୨୧-୨୨ ବଜେଟ୍‌ : ଜାଣନ୍ତୁ ସୁନା ଓ ରୁପା ସହ ଆଉ କ’ଣ ସବୁ ହେଲା ଶସ୍ତା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ସଂସଦରେ ଚଳିତ ବର୍ଷର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ଚଳିତ ଦଶନ୍ଧିର ପ୍ରଥମ ପେପରଲେସ ବଜେଟ୍‌ ଉପସ୍ଥାପନ ହୋଇଛି। ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଉପସ୍ଥାପନ କରୁଥିବା ୨୦୨୧-୨୨ ବଜେଟ୍‌ ଭଳି ବଜେଟ୍‌କୁ ‘ପୂର୍ବରୁ କେବେ ଉସ୍ଥାପିତ ହୋଇ ନ ଥିବା କିମ୍ବା ‘ମିନି ବଜେଟ୍‌ସ୍‌’ ବୋଲି କୁହାଯାଉଛି। ବଜେଟରେ ବିଭିନ୍ନ କ୍ଷେତ୍ର ପାଇଁ ବ୍ୟାପକ ପ୍ୟାକେଜ ମଧ୍ୟ ଘୋଷଣା ହୋଇଛି।

ତେବେ ଚଳିତ ବର୍ଷର ବଜେଟରେ ଶସ୍ତା ହୋଇଛି ଲୁହା, ଷ୍ଟିଲ, ନାଇଲନ୍‌ ପୋଷାକ, ତମ୍ବା, ବୀମା, ଜୋତା, ସୋଲାର ଲଣ୍ଠନ, କପର୍ ସ୍କ୍ରାପ୍, ସୁନା, ରୁପା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.