Browsing Tag

tax

ଆସନ୍ତା ୬ ମାସ ପର୍ଯ୍ୟନ୍ତ ନିହାତି ମନେ ରଖନ୍ତୁ ଏହି ୬ଟି ତାରିଖ, ନଚେତ୍‌ ଭୋଗିପାରନ୍ତି ଲକ୍ଷାଧିକ ଟଙ୍କାର କ୍ଷତି

ନୂଆ ବର୍ଷ ଆରମ୍ଭ ହୋଇଯାଇଛି। ଚଳିତ ବର୍ଷର ପ୍ରଥମ ୬ ମାସରେ ଏମିତି କିଛି ତାରିଖ ରହିଛି, ଯାହାକୁ ମନେ ରଖିବା ବହୁତ ଜରୁରୀ। ଯଦି ଆପଣ ଏତିକି କରିପାରିବେ ନାହିଁ, ତା’ହେଲେ ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ପଡ଼ିବ। ଏହାସହିତ ଆପଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ହେବ। ଆସନ୍ତୁ…

ଏପରି ଏକ ଅଜବ ଗାଁ, ଯେଉଁଠି ଫଟୋ କିମ୍ବା ଭିଡିଓ ନେଲେ ଦେବାକୁ ପଡେ ଟ୍ୟାକ୍ସ

ପର୍ଯ୍ୟଟନ ଦୃଷ୍ଟିକୋଣରୁ ଭାରତକୁ ବେଶ୍‌ ପସନ୍ଦ କରାଯାଏ। ଖାସ୍‌ କରି ଗୋଆରେ ବିଦେଶୀ ପର୍ଯ୍ୟଟକ ହୁଅନ୍ତୁ ଅବା ଭାରତୀୟ ଲୋକେ ସମସ୍ତେ ବୁଲିବାକୁ ଆସନ୍ତି। ଆପଣ ଯେଉଁ ବି ସ୍ଥାନକୁ ଯାଆନ୍ତୁ ଫଟୋ ଉଠାଇବା ସହ ଭିଡିଓ ମଧ୍ୟ ନିଅନ୍ତି। କିନ୍ତୁ ଗୋଆରେ ଏପରି ଏକ ଗାଁ ରହିଛି, ଯେଉଁଠି ଫଟୋ ଉଠାଇବା…

କଖାରୁ କିଣିବା ଠାରୁ ଆରମ୍ଭ କରି ଟଏଲେଟ୍‌ ଫ୍ଲଶ କରିବା ପର୍ଯ୍ୟନ୍ତ ଏଠାରେ ଦେବାକୁ ପଡିଥାଏ ଟ୍ୟାକ୍ସ, ଜାଣନ୍ତୁ କେଉଁଠି…

ବିଶ୍ୱର ସବୁଦେଶରେ ସରକାର ଜଣେ ବ୍ୟକ୍ତିର ଆୟ ହିସାବ ରଖିବା ପାଇଁ ସେମାନଙ୍କ ଠାରୁ ଟ୍ୟାକ୍ସ ନେଇଥାନ୍ତି। ଏହି ପଇସାକୁ ସରକାର ଜନତାଙ୍କ ଭଲ କାମରେ ଲଗାଇଥାନ୍ତି। ଟ୍ୟାକ୍ସ ଦେବା ଦ୍ୱାରା ଦେଶର ବିକାଶ ହୋଇଥାଏ। କିନ୍ତୁ ଭାବନ୍ତୁ, ଯଦି ଆପଣଙ୍କୁ କଖାରୁ କିଣିବା ଠାରୁ ଆରମ୍ଭ କରି ଟାଟୁ ବନାଇବା…

ଏଠି ବିବାହ ନ କଲେ ପୁରୁଷଙ୍କୁ ଦେବାକୁ ପଡୁଥିଲା ଟାକ୍ସ, କୁଆଁରା ରହିବା ଥିଲା ବଡ଼ ଅପରାଧ

ଆଜିର ଦିନରେ ଦୁନିଆର ପ୍ରତ୍ୟେକ ଦେଶରେ ଜନସଂଖ୍ୟା ବୃଦ୍ଧିକୁ ନେଇ କିଛି ନା କିଛି ନିୟମକାନୁନ୍‌ ବନାଯାଉଛି। କେତେକ ଦେଶରେ ଲୋକେ ଏ ନେଇ ସଚେତନତା ସୃଷ୍ଟି କରୁଛନ୍ତି। ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଜରୁରୀ ପଦକ୍ଷେପ ମଧ୍ୟ ନେଉଛନ୍ତି। ଆଜି ଆମେ ଆପଣଙ୍କୁ ଏପରି ଏକ ଦେଶ ବିଷୟରେ…

ଆଇଟିଆର ଇ-ଫାଇଲିଂରେ ଆୟକର ବିଭାଗର ରେକର୍ଡ

ନୂଆଦିଲ୍ଲୀ(କେନ୍ୟୁଜ୍): ଆଇଟିଆର ଇ-ଫାଇଲିଂରେ ଆୟକର ବିଭାଗ ରେକର୍ଡ କରିଛି । ୩୧ ଅଗଷ୍ଟ ଗୋଟିଏ ଦିନରେ ୪୯ ଲକ୍ଷ ୨୯ ହଜାର ୧୨୧ ଜଣ ଇ-ଫାଇଲିଂ ଜରିଆରେ ଆଇଟିଆର ଦାଖଲ କରିଛନ୍ତି । ଏପରିକି ୩୧ ତାରିଖ ଦିନ ଗୋଟିଏ ମିନିଟରେ ୭ହଜାର ୪୪୭ ଆଇଟିଆର ଫାଇଲ କରିଥିବା ଜଣା ପଡିଛି । ସେପଟେ ଅଗଷ୍ଟ…

ଉପରଶ୍ରେଣୀର ଆୟକାରୀଙ୍କ ଉପରେ ବଢ଼ିଲା ବୋଝ, ୨ରୁ ୫ କୋଟି ପର୍ଯ୍ୟନ୍ତ ଆୟକାରୀ ଗଣିବେ ଅତିରିକ୍ତ ୩ ପ୍ରତିଶତ ଟିକସ

ଆୟକର ସ୍ଲାବରେ କୌଣସି ପରିବର୍ତ୍ତନ ହୋଇନି । କିନ୍ତୁ ଉପରଶ୍ରେଣୀର ଆୟକାରୀଙ୍କ ଉପରେ ବୋଝ ବଢିଛି। ୨ରୁ ୫ କୋଟି ପର୍ଯ୍ୟନ୍ତ ଆୟକାରୀଙ୍କ ଉପରେ ଅତିରିକ୍ତ ୩ ପ୍ରତିଶତ ଟିକସ ଲାଗୁ ହୋଇଛି। ସେହିପରି ୭ କୋଟିରୁ ଅଧିକ ଆୟକାରୀ ଅତିରିକ୍ତ ୭ ପ୍ରତିଶତ ଟିକସ ଦେବେ। ଗୋଟିଏ ବର୍ଷରେ ୧ କୋଟି ଟଙ୍କାରୁ…

ବଜେଟରେ ସମ୍ଭାବନା, ବର୍ତ୍ତମାନ ଆୟକର ଛାଡ ସୀମା ୨ ଲକ୍ଷ ୫୦ ହଜାର ଟଙ୍କା

ଆସନ୍ତାକାଲି ଲୋକସଭାରେ ଉପସ୍ଥାପନ ହେବ ବଜେଟ୍‌। ସବୁଥର ଭଳି ଏଥର ସମସ୍ତଙ୍କ ନଜରରେ ରହିଛି, ଆୟକର ଛାଡ ସୀମା ବଢିବ ନା ନାହିଁ। ବର୍ତ୍ତମାନ ଆୟକର ଛାଡ ସୀମା ୨ ଲକ୍ଷ ୫୦ ହଜାର ଟଙ୍କା ରହିଛି। ଅନୁମାନ କରାଯାଉଛି ଏହା ୩ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇ ପାରେ। ଲୋକଙ୍କ ପାଖରେ କ୍ରୟ ଶକ୍ତି ବଢାଇ…

ଭାରତରେ ଏମିତି ଏକ ଶ୍ମଶାନ ଘାଟ, ଯେଉଁଠି ଶବ ଠାରୁ ନିଆଯାଏ ଟ୍ୟାକ୍ସ

ଭାଗବତ ଗୀତାର ଏକ ଉପଦେଶରେ କୁହାଯାଇଛିଯେ ଯିଏ ଜନ୍ମ ନେଇଛନ୍ତି ତାଙ୍କର ମୁତ୍ୟୁ ମଧ୍ୟ ସୁନିଶ୍ଚିତ। ହିନ୍ଦୁ ଧର୍ମରେ ମୋଟ ୧୬ଟି ସଂସ୍କାର ମଧ୍ୟରୁ ଅନ୍ତିମ ସଂସ୍କାର ଶବ ଯାତ୍ରା ହୋଇଥାଏ। ହିନ୍ଦୁ ଧର୍ମରେ ଶବକୁ ଗଙ୍ଗା ଘାଟରେ ଅନ୍ତିମ କ୍ରୀୟା କରାଯାଇଥାଏ। କାଶୀକୁ ମୋକ୍ଷ ପ୍ରାପ୍ତି ପାଇଁ…

ରିଟର୍ଣ୍ଣ ଫାଇଲ କରିବାର ଆଜି ଶେଷ ତାରିଖ

ନୂଆଦିଲ୍ଲୀ : ୬ କୋଟି ଟପିଲା ଆଇଟି ରିଟର୍ଣ୍ଣ ଦାଖଲ  । ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଫାଇଲ କରିବାର ଆଜି ଶେଷ ତାରିଖ । ଏହାକୁ ଏକ ମାସ ପାଇଁ ବୃଦ୍ଧି କରି ଅଗଷ୍ଟ ୩୧ କରାଯାଇଥିଲା । କେବଳ କେରଳବାସୀଙ୍କ ପାଇଁ ଏହା ଆଉ ୧୫ ଦିନ ବୃଦ୍ଧି କରାଯାଇଛି । ଭୟାବହ ବନ୍ୟା ଯୋଗୁଁ…