ଆଇଟିଆର ଇ-ଫାଇଲିଂରେ ଆୟକର ବିଭାଗର ରେକର୍ଡ

ନୂଆଦିଲ୍ଲୀ(କେନ୍ୟୁଜ୍): ଆଇଟିଆର ଇ-ଫାଇଲିଂରେ ଆୟକର ବିଭାଗ ରେକର୍ଡ କରିଛି । ୩୧ ଅଗଷ୍ଟ ଗୋଟିଏ ଦିନରେ ୪୯ ଲକ୍ଷ ୨୯ ହଜାର ୧୨୧ ଜଣ ଇ-ଫାଇଲିଂ ଜରିଆରେ ଆଇଟିଆର ଦାଖଲ କରିଛନ୍ତି । ଏପରିକି ୩୧ ତାରିଖ ଦିନ ଗୋଟିଏ ମିନିଟରେ ୭ହଜାର ୪୪୭ ଆଇଟିଆର ଫାଇଲ କରିଥିବା ଜଣା ପଡିଛି । ସେପଟେ ଅଗଷ୍ଟ ମାସରେ ୯୮ ହଜାର ୨୦୨ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.