Browsing Tag

ITR

ରିମାଣ୍ଡରେ ସତ ଉଗାରୁଛି ଅଭିଯୁକ୍ତ ବାବୁରାମ ଦେ, ୪ଦିନିଆ ରିମାଣ୍ଡରେ ନେଇ ଚାଲିଛି ମାରାଥନ୍‌ ଜେରା

ବାଲେଶ୍ବର(କେନ୍ୟୁଜ୍):ଚାନ୍ଦିପୁର ଆଇଟିଆର୍‌ ଗୁପ୍ତ ତଥ୍ୟ ଲିକ୍‌ ମାମଲାରେ ସତ ଉଗାରୁଛି ଅଭିଯୁକ୍ତ ବାବୁରାମ ଦେ । ୪ ଦିନିଆ ରିମାଣ୍ଡରେ ନେଇ ତାକୁ ମାରାଥନ୍‌ ଜେରା କରୁଛି ବାଲେଶ୍ୱର ପୋଲିସ । ଆର୍ଥିକ କାରବାର ଓ ସମ୍ପତ୍ତି ନେଇ ଖୋଳତାଡ ଚାଲିଛି । ପାକିସ୍ତାନୀ ସୁନ୍ଦରୀର ମାୟାଜାଲରେ ପଡ଼ି…

ଖୋଲିବ ହନିଟ୍ରାପ୍‌ର ଗୁମର : ଆଇଟିଆର୍‌ ବରିଷ୍ଠ ଅଧିକାରୀଙ୍କୁ ଗିରଫ ପରେ ୪ ଦିନ ରିମାଣ୍ଡରେ ନେବ ବାଲେଶ୍ୱର ପୋଲିସ

ଜଳେଶ୍ୱର (କେନ୍ୟୁଜ); ଖୋଲିବ ପାକିସ୍ତାନ ହନିଟ୍ରାପ୍‌ର ଗୁମର । ସତ ଉଗାରିବେ ଗିରଫ ଚାନ୍ଦିପୁର ଆଇଟିଆର୍‌ ବରିଷ୍ଠ ଅଧିକାରୀ ବାବୁରାମ ଦେ । ତାଙ୍କୁ ଆଜିଠୁ ୪ ଦିନ ରିମାଣ୍ଡରେ ନେବ ବାଲେଶ୍ୱର ପୋଲିସ । ବାବୁରାମଙ୍କ ଆର୍ଥିକ କାରବାର ନେଇ ଖୋଳତାଡ ହେବ । ପାକିସ୍ତାନୀ ସୁନ୍ଦାରୀଙ୍କୁ ଗୁପ୍ତ…

ଆୟକର ବିଭାଗ ଜାରି କଲା ୧.୧୫ ଲକ୍ଷ କୋଟି ଟଙ୍କାରୁ ଅଧିକ ରିଫଣ୍ଡ, ଆପଣଙ୍କର ଆସିଛି କି ଟଙ୍କା ?ଫଟାଫଟ୍‌ ଯାଞ୍ଚ କରନ୍ତୁ…

ଆୟକର ବିଭାଗ ଚଳିତ ବିତ୍ତୀୟ ବର୍ଷରେ ଏବେ ସୁଦ୍ଧା ୯୮ ଲକ୍ଷରୁ ଅଧିକ କରଦାତାଙ୍କୁ ୧.୧୫ ଲକ୍ଷ କୋଟି ଟଙ୍କାରୁ ଅଧିକ ରିଫଣ୍ଡ ଜାରି କରିଛି। ଏଥି ମଧ୍ୟରୁ ୧୨,୬୧୬.୭୯ କୋଟି ଟଙ୍କାର ୬୫.୩୧ ଲକ୍ଷ ରିଫଣ୍ଡ ୨୦୨୦-୨୧ (ଆକଳନ ବର୍ଷ ୨୦୨୧-୨୨)ର ରହିଛି। ବିଭାଗ ଏକ ଟ୍ଵିଟ୍‌ରେ କହିଛି କି, କେନ୍ଦ୍ରୀୟ…

ଆଇଟିଆର ଇ-ଫାଇଲିଂରେ ଆୟକର ବିଭାଗର ରେକର୍ଡ

ନୂଆଦିଲ୍ଲୀ(କେନ୍ୟୁଜ୍): ଆଇଟିଆର ଇ-ଫାଇଲିଂରେ ଆୟକର ବିଭାଗ ରେକର୍ଡ କରିଛି । ୩୧ ଅଗଷ୍ଟ ଗୋଟିଏ ଦିନରେ ୪୯ ଲକ୍ଷ ୨୯ ହଜାର ୧୨୧ ଜଣ ଇ-ଫାଇଲିଂ ଜରିଆରେ ଆଇଟିଆର ଦାଖଲ କରିଛନ୍ତି । ଏପରିକି ୩୧ ତାରିଖ ଦିନ ଗୋଟିଏ ମିନିଟରେ ୭ହଜାର ୪୪୭ ଆଇଟିଆର ଫାଇଲ କରିଥିବା ଜଣା ପଡିଛି । ସେପଟେ ଅଗଷ୍ଟ…